logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚିଙ୍ଗୁଡ଼ି
ଜାଁତା
ଚିଙ୍ଗୁଡ଼ି ମାଛର ଲମ୍ବା ନିଶ ଥାଏ ।
ଜାଁତଆ କାଡଙ୍ଗ୍ ଆଃ ଲମ୍ବା ମେଛା ଆତା ।

ଚିରାଲେଙ୍କଡ଼ା
ଲେନ୍ଦରା
ପାଗଳଟା ଚିରା ଲେଙ୍କଡ଼ା ପିନ୍ଧି ବୁଲୁଛି ।
ବାୟ୍‌ହା ଲେବୁ ଚିରା ଲେନ୍ଦରା ସୁଇ କରି ବୁଲିତାଏଗ୍‌ ।

ଚିହ୍ନାଇବା
ଅବ୍‌ କଙ୍ଗନା
ଜାତୀୟ ପତାକାର ରଙ୍ଗ ଗୁଡ଼ିକୁ ଅନ୍ୟକୁ ଚିହ୍ନାଇବା ଉଚିତ ।
ଜାତୀୟ ପତାକାଃ ରଙ୍ଗ୍ କିତେ ଅଲ୍‌ଗା କିତେ ଅବ୍‌କଙ୍ଗନାଃ କାୟମ୍‌ ।

ଚିହ୍ନିବା
କଙ୍ଗନା
ପଢ଼ାବେଳର ପଢ଼ାସାଥିକୁ ବହୁ ବର୍ଷ ପରେ ଚିହ୍ନିବା କଷ୍ଟ ।
ପାଟ୍‌ପଢା ସମୟ୍‌ଆଃ ପାଟ୍‌ପଢା ସରି କିତେ ଖୋବ୍‍ ବରଷ୍‌ ପରେ କଙ୍ଗନା ମସ୍‌କୁଲ ହାଏ ।

ଚିପିବା
ଚିଃପୁଡନା
ହାତରେ ନାଡ଼ି ଚିପିଦେବା ଦ୍ୱାରା ତାର ଗତି ଜଣାପଡେ ।
ତିଗାଃ ନାଡି ଚିଃପୁଡ୍‌ଅଃ ଲାଃ ଆଡିଆଃ ଗତି ଜନାଗୁର୍‌ତା/ଆଡିଆଃ ଡେଲ୍‌ନା ସାନ୍‌ନା ଜନାଗୁର୍‌ତା ।

ଚିନ୍ତା
ଚିନ୍ତା
ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ।
ବିଲୁଙ୍ଗ୍ ନଃତେ କୁୟୁତେ ଚିନ୍ତା ନଃତେ ନିରୀତେ ।

ଚିକିତ୍ସକ
ଡାକ୍‌ଟର
କନ୍ଧମାଳ ଅଞ୍ଚଳରେ ଚିକିତ୍ସକମାନଙ୍କର ଘୋର ଅଭାବ ରହିଛି ।
କନ୍ଧମାଳ ଏରିଆତେ ଡାକ୍‌ଟର୍‌ କିଆଃ କିଃତେନା କିଃତେ ଅଭବ ଆଃଇ ।

ଚିତ୍କାର
କିର୍‌ଲାଏନା
ଘରେ ନିଆଁ ଲାଗିଲେ ଚିତ୍କାର କରି ଲୋକଙ୍କୁ ଡାକିବା ।
ଅଃତେ ତିମ୍‌ସମ୍‌ ଲାଃକିଲାଃ କିର୍‌ଲାଏକରି ଲେବୁ କିତେ ରେମାଃନାଃକାୟମ୍‌ ।

ଚିହ୍ନଟ
ଚିହ୍ନଟ୍‌
ପକ୍ଷୀ ମଡ଼କ ହେଲେ ଭୂତାଣୁ ଚିହ୍ନଟ କାମ କରାଯାଏ ।
ଚୁରେ ଗୋ‌ଇକି ମେନ୍‌ ଲାଃ ଭୁତାଣୁ ଚିହ୍ନଟ୍‍ ବାୟ୍‌ତେ କି ।

ଚିରିବା
ଗାଃନା
ଜଙ୍ଗଲରେ ପଶିଲେ ଲୁଗା ଚିରିବା ସମ୍ଭାବନା ଥାଏ ।
ଆଡାଏ ଡିଆର୍‌ କିଲାଃ ଛିଡା ଗାଃନାଃ ବତଙ୍ଗ୍ ଆତା ।


logo