logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚାକୁଣ୍ଡା
ଚାଁକ୍‌ଡା
ଚାକୁଣ୍ଡାର ପତ୍ର ସନ୍ଧ୍ୟାବେଳେ ମ‌ଉଳି ଯାଏ ।
ଚାଁକ୍‌ଡା ଦାରୁଆଃ ଉଲାଃ ବେଡ ବିଣିବ୍‌ ଝୁର୍‌ମୁରାଏ ଗଃତା ।

ଚାଉଳ
ରୁମ୍‌କୁବ୍‍
ଚାଉଳ ଚୁନାରେ ଆରିଷା ପିଠା ହୁଏ ।
ରୁମ୍‌କୁବ୍‌ ଗୁଣିତେ/ପିଠୋତେ ଅଏର୍‌ଷା କଲଙ୍ଗ୍ ହଏତା ।

ଚାରା
ଦାରୁ
ଫଳ ଚାରା ଲଗାଇ ତାର ଯତ୍ନ ନିଅ ।
ଲକୁ ଦାରୁ ଉନ୍‌ କଲା ଆଡିଆଃ ଜତନ୍‌ ଡଡେପେ ।

ଚାଲାକି
ଚତୁର/ହୁସିଆର୍‌
ଚାଲାକି ଲୋକ ବିପଦରୁ ରକ୍ଷା ପାଏ ।
ଚତୁର ଲେବୁ ବିପଦ୍‌ ତାଏ ବାଞ୍ଚେତା ।

ଚାଖଣ୍ଡ
ବିତେ
ସହରରେ ଚାଖଣ୍ଡେ ଯାଗାର ମଧ୍ୟ ମୂଲ୍ୟ ଅଧିକ ।
ସହର୍‌ତେ ବିତେ ଜାଗାଃ ଦାମ୍‌ ଜ ଖୋବ୍‌ ବେଶୀ ହାଏ ।

ଚିତ୍ର
ଫଟୋ
ରିମୀ ଭବିଷ୍ୟତରେ ଜଣେ ଭଲ ଚିତ୍ରକର ହେବ ।
ରିମୀ ଭବିଷତ୍‌ତେ ମୁଇଙ୍ଗ୍ ବଁଢିଆ ଛାପା ବାୟ୍‌ବାୟ୍‌ ଲେବୁ ହଏନା ।

ଚିତ୍ରକାର୍ଡ
ଫଟୋକାର୍ଡ
ଶିକ୍ଷକ ଚିତ୍ରକାର୍ଡ ସାହାଯ୍ୟରେ ଶିକ୍ଷା ଦିଅନ୍ତି ।
ମାଷ୍ଟର ଫଟୋକାର୍ଡ/ଛାପାକାର୍ଡ ବୁଙ୍ଗ୍ ଶିକ୍ଷା ତେର୍‌ତେ ।

ଚିଲ
ଗିଧା/ଗେଧ୍‌ଡି
ଚିଲ କୁକୁଡ଼ା ଛୁଆ ଉଠାଇ ନେଇ ଖାଇଯାଏ ।
ଗିଧା ଚିଅଁଟ୍‌ କୁଣୁଃ ରାମ ଡଟ୍‌ କରି ନଃଗଃତେ ।

ଚିହ୍ନ
ଚିନ୍‌ହା
ମୋ ବାମ ହାତରେ ଗୋଟିଏ କଟା ଚିହ୍ନ ରହିଛି ।
ଇଙ୍ଗା ଡେରିତିଃତେ ମୁଇଙ୍ଗ୍ ଡେଗ୍‌ ଡେଗ୍‌ ଚିନ୍‌ହା ଆଃଇ ।

ଚିକିତ୍ସା
ଚିକିସା
ନିୟମିତ ଚିକିତ୍ସା କଲେ ଏଡ୍‌ସ୍‍ ରୋଗ ଭଲ ହୋ‌ଇଯାଏ ।
ଝାକିଦିନ ସେବାଯତନ୍‌/ଚିକିତ୍ସା ବାୟଲାଃ ଏ.ଡସ୍‌ ବେମାର୍‌ ବାରୁ ହଏତା ।


logo