logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚାଟ
ଇସ୍କୁଲିଆ
ଦିନେ ମୁଁ ଆମ ଗ୍ରାମ ବିଦ୍ୟାଳୟର ଚାଟ ଥିଲି ।
ମୁସ୍‌ନିଙ୍ଗ୍ ଇଙ୍ଗ୍ ଏଲାଃ କେଲ୍‌କେ ଇସ୍କୁଲ ଆଃ ଇସ୍କୁଲିଆ ଆକିଙ୍ଗ୍ ।

ଚାଳଘର
ଅଲଙ୍ଗ୍ ଅଃ
ଚାଳଘର ନିଆଁକୁ ଡ଼ର ।
ଅଲଙ୍ଗ୍ ଅଃ ତିମ୍‌ସମ୍‌ ତେ ବତଙ୍ଗ୍ ।

ଚାରି ପଟେ
ଝାକିତିଗ୍‍
ବେଳେବେଳେ ସମସ୍ୟା ଚାରିପଟେ ଘେରିଯାଏ ।
ମେସନ୍‌ ମେସନ୍‌ ଅଲଝଟ୍‌ ଝାକିତିଗ୍‌ ଘେରେଗଃତେ ।

ଚାରି ଆଡକୁ
ଚାରି ପାଖ
ପକ୍ଷୀମଡ଼ ଚାରିଆଡକୁ ଘେରିଯାଏ ।
କନଥେଡ୍‌ ଢ଼ୋଢ଼ ଚାରିପାଖ ଘେରେଗଃତେ ।

ଚାଲି ଚାଲି
ସାଉଁଟ୍‌ ସାଉଁଟ୍‌
ପାର୍ବତ୍ୟ ଅଞ୍ଚଳରେ ଲୋକେ ଚାଲିଚାଲି ଯା ଆସ୍‌ କରନ୍ତି ।
ପାହାଡିଆ ଜାଗା ତେ ଲେବୁକି ସାଉଁଟ୍‌ ସାଉଁଟ୍‌ କରି ସାନ୍‌ନା ଡେଲ୍‌ନା ବାଏତେକି ।

ଚାଷ
ତାସ୍‌
ଚାଷ କାମ ଯାହାର କେଡେ ସୁଖ ତାହାର ।
ତାସ୍‌ ବାସ୍‌ ବେରାଃଆଃଇ ସୁଖ୍‌ ସୁନ୍ଦର ଆଡିଆଃ ଆଃଇ ।

ଚାପି
ଅଟ୍‌କାଏନା
ଗଳି ଯାଉଥିବା ପାଣିକୁ ଚାପି ରଖ ।
ଗଲେ/ଜର ଗଃଖାନା ଡାଃତେ ଅଟ୍‌କାଏ ଉନେପେ ।

ଚାକିରୀ
ଚାକ୍‌ରୀ/ନକ୍‌ରୀ
ଆଜିକାଲି ଚାକିରୀ ମିଳିବା କଷ୍ଟକର ଅଟେ ।
ଉପାଡି ଚାକ୍‌ରୀ/ନକ୍‌ରୀ କୁଇନା ମାହାଁ ମସ୍‌କୁଲ ହାଏ ।

ଚାବି
କୁଁଚି
ମୁଁ ସାଇକେଲ ଚାବି ହଜାଇ ଦେଇଥିଲି ।
ଇଙ୍ଗ୍ ବାୟସ୍‌କଲାଃ କୁଁଚି ଅବ୍‌ସିଡ ଗଃସିଥେଗ୍‌ ।

ଚାଳ
ଖପର
ଆଜି ଆମ ଚାଳ ଉପରେ କାଉ ରାବୁଥିଲା ।
ମୁସା ଏଲାଃ ଖପ୍‌ର ତଭ୍‌ଲୁଙ୍ଗତେ କୁଆ କଟ୍‌ରେ ଖାନ୍‌ତା ।


logo