logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚପଲ
ଚଟି
ଚପଲ ପିନ୍ଧି ପାଇଖାନା ଯିବା ଉଚିତ ।
ଚଟି ସୁଇ କଲା ପାଏଖାନା ସାନ୍‌ନାଃ କାୟମ୍‌ ।

ଚଟଣି
ଚଟ୍‌ନି
ଚଟଣୀ ଭୋଜନକୁ ଋଚିକର କରେ ।
ଚଟ୍‌ନି ପେଗ୍‌ ଶାଃତେ ଅଏତ୍‌କା ସୁରସ୍‌ ବାଏତେ ।

ଚଟାଣ
ଚାଟେନ୍‍
ଶୀତଦିନେ ଚଟାଣ ଥଣ୍ଡା ଲାଗେ ।
ରାଙ୍ଗା ଲେରାଙ୍ଗ୍ ଚାଟେନ୍‌ ବହୁତ୍‌ ଟଣ୍‌ହା ଲାଃତା ।

ଚ‌ଉକି
କୁର୍‌ଚି
ପ୍ଲାଷ୍ଟିକ ଚ‌ଉକି ଦେଖିବାକୁ ସୁନ୍ଦର ଦିଶେ ।
ପ୍ଲାଷ୍ଟିକ୍‍ କୁର୍‌ଚି ଜୟନାଃଥମ୍‌ ସୁନ୍ଦର ଜୟତା ।

ଚିନି
ଚିନି
ଗୁଡ଼ରୁ ଚିନି ପ୍ରସ୍ତୁତ କରାଯାଏ ।
ଗୁଡୋତାୟ୍‌ ଚିନି ତିଆର୍‌ ହଏତା/ବାୟ୍‌ତେକି ।

ଚଳାଚଳ
ସାନ୍‌ନା ଡେଲ୍‌ନା
ଲୋକେ ବସ୍‍ ଯୋଗେ ଚଳାଚଳ କରନ୍ତି ।
ଲେବୁ କି ବସ୍‌ ଗାଡିତେ ସାନ୍‌ନା ଡେଲ୍‌ନା ବାଏତେକି ।

ଚକି ପେଷା
ଚକିପିସାଏ
ଚକି ପେଷା ଅଟା ଶରୀର ପାଇଁ ଉପକାରୀ ।
ଚକିପିସାଏ ଅଟା ନିରିଆଃଥମ୍‌ ଭଲହାଏ ।

ଚଟାପଟ
ସାଙ୍ଗେସାଙ୍ଗେ
ରବି ପ୍ରଶ୍ନର ଉତ୍ତର ଚଟାପଟ ଦେଇଥାଏ ।
ରବି ପର୍‌ଶନ ଆଃ ଉତର୍‌ ଚଟ୍‌ପଟ୍‌ ତେର୍‌ ଗଃତେ । / ରବି ପର୍‌ଶନ୍‌ ଆଃ ଉତ୍ତର ସାଙ୍ଗେସାଙ୍ଗେ ତେର୍‌ ଗଃତେ ।

ଚାହାଣୀ
ଗଡ୍‌ଗଡା ଜୟନା
ଭିକାରୀର କରୁଣ ଚାହାଣୀ ଦେଖି ମୁଁ ତରଳି ଗଲି ।
ମଙ୍ଗନ୍ତରୀ ଆଃ ଗଡ୍‌ଗଡା ଜୟନା ଜୟକଲା/ମୁଇଙ୍ଗ୍ ନଜରତେ ଜୟକଲା ଇଙ୍ଗ୍ ତର୍‌ଲେ ଗଃକିଂ ।

ଚାହାଳି
ଚାଟ୍‌ଶାଲୀ
ପୂର୍ବ କାଳରେ ପିଲାଏ ଚାହାଳୀରେ ପଢୁଥିଲେ ।
ସେଙ୍ଗ୍ କୁଣୁଃକି ଚାଟ୍‌ଶାଲୀ ଇସ୍କୁଲ୍‌ତେ ପଢେଖାନ୍‌ତା କି ।


logo