logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଚଷମା
ଟପର୍‌
ଦୃଷ୍ଟି ଦୋଷଥିଲେ ଚଷମା ଲଗାଇବା ଭଲ ।
ମଡ୍‌ ଖାରାପ୍‍ ହଏକିଲାଃ ଟପର୍‌ ସୁଇନା ଭଲ ହାଏ ।

ଚକ
ଚାକା
ସାଇକେଲର ଦୁଇଟି ଚକ ଥାଏ ।
ବାଏସ୍‌କଲ ଆଃ ଦୁଇଟା ଚାକା ଆତା ।

ଚକଟା
ସଡ୍‌ନା
କୁମ୍ଭାର ଚକଟା ମାଟିରେ ହାଣ୍ଡି ଗଢ଼େ ।
ତମ୍‌କୁଇ ଚିକଟ୍‌ ଲଃଖାତେ ସଡ୍‌ କରି କୁୟୁ ବାୟ୍‌ତେ ।

ଚତୁର୍ଥ
ଚାଏର୍‌
ଜୁଲି ଚତୁର୍ଥ ଶ୍ରେଣୀରେ ପଢେ ।
ଜୁଲି ଚାଏର୍‌ କିଲାସ୍‌ତେ ପଢେତା ।

ଚକ୍‌ମକ୍‌
ଚକ୍‌ମକ୍‌
ଚକ୍‌ମକ୍‌ ପଥର ଘସି ନିଆଁ ବାହାର କରାଯାଏ ।
ଚକ୍‌ମକି ସରେଙ୍ଗ୍ ରେଁତ କରି ତିମ୍‍ସମ୍‌ ଅଃଫେର୍‌ତେକି/ଡମ୍‌ତା ।

ଚମଡ଼ା
ଛାଲ
ପଶୁ ଚମଡ଼ାରେ ଯୋତା ତିଆରି ହୁଏ ।
ପଶୁ ଛଆଲ୍‌ ତେ ଜୁତା ତିଆର୍‌ ହଏତା ।

ଚକୋଲେଟ
ଲେମ୍‍‌ଚୁସ୍‌
ପିଲାମାନେ ଚକୋଲେଟ ଖାଇବାକୁ ଭଲ ପାଆନ୍ତି ।
କୁଣୁଃକି ଲେମ୍‌ଚୁସ୍‌ ନଃନାଃଥମ୍‌ ଭଲ୍‌ କୁଇତେ କି ।

ଚଳପ୍ରଚଳ
ସାନ୍‌ନା ଡେଲ୍‌ନା
କନ୍ଧମାଳରେ ରେଳ ଚଳପ୍ରଚଳ ନାହିଁ ।
କନ୍ଧମାଲ୍‌ତେ ରେଲ ସାନ୍‌ନା ଡେଲ୍‌ନା ସୁବିଧା ମଃଡେଗ୍‌

ଚକୁଳି ପିଠା
ଚାଟୁଆ କଲଙ୍ଗ୍
ମୁଁ ଚକୁଳି ପିଠା ଖାଇ ପଢ଼ାରେ ବସେ।
ଇଙ୍ଗ୍ ଚାଟୁଆ କଲଙ୍ଗ୍ ନଃ କରି ପଢେନା ଡକତାଏଙ୍ଗ୍ ।

ଚଟିଆ
ଚୁଟିଆଚୁରେ
ଆମ ଘର ଚାଳରେ ଚଟିଆ ବସା ବାନ୍ଧିଛି ।
ଏଲାଃ ଅଗାଃ ଛାଉନିତେ ଚୁଟିଆଚୁରେ ଖତା ବାଏସିଗ୍‌ ।


logo