logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଘୋଷାଡ଼ି
ଘେଁସ୍‌ରାଏ
ବାଘ ଜନ୍ତୁ ମାରି ଘୋଷାଡ଼ି ନିଏ ।
କିଡଃ ଜଁତୁ ତାର୍‌ କରି ଘେଁସ୍‌ଆଏ ଡଡ୍‌ ତେ ।

ଘୋଷି
‍ଥର୍‌କେଥର୍‌
ମୁଁ ପାଠ ବହିର ଗୋଟିଏ ପଦ୍ୟ ଘୋଷିଥିଲି ।
ଇଙ୍ଗ୍ ପଢାବହି ଆଃ ମୁଇଙ୍ଗ୍ ପାଠ ଥର୍‌କେଥର୍‌ ପଢେ ସିଥେଗ୍‌ ।

ଘୋଡ଼ାଇ
ଡାଲ ଗଃନା/ତିଲଗଃନା
ବିରାଡ଼ି ଆପଣା ମଳ ମାଟିରେ ଘୋଡ଼ାଇ ଦିଏ ।
ବିଲେ ଆଡିଆଃ ଇଗ୍‌ତେ ଲଃଖାତେ ଡାଲଗଃତେ/ତିଲଗଃତେ ।

ଚନ୍ଦ୍ର
ଲେରାଙ୍ଗ୍
ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ ଅଟେ ।
ଲେରାଙ୍ଗ୍ ପୁର୍‌ଥୀ/ଧର୍‌ତୀ ଆଃ ମୁଇଙ୍ଗ୍ ଗା ଉପଗ୍ରହ ହାଏ ।

ଚନ୍ଦ୍ରଗ୍ରହଣ
ଗରହନ୍‌
ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୁଏ ।
ବେଡ, ଧର୍‌ତୀ ର ଲେରାଙ୍ଗ୍ ମୁଇଙ୍ଗ୍ ଧାଡିତେ ରହେକିଲାଃ ଲେରାଙ୍ଗ୍ ତେ ଗର୍‌ହନ୍‌ ଧଃତେ ତେ ।

ଚକିତ
ଆନ୍ଧରାୟ ଗଃନା
ଦୁଃ ସାହସୀକ କାର୍ଯ୍ୟ ଦେଖିଲେ ଚକିତ ଲାଗେ ।
ଅଜବ୍‌ କାମୁ ଜୟଃଲାଃ ଆନ୍ଧରାୟ ଗଃନା ହଏତା ।

ଚହଟ‌ଇ
ମହକେନା
ଚମ୍ପା ଫୁଲର ବାସନା ଚାରିଆଡ଼େ ଚହଟ‌ଇ ।
ଚଁପାଫୁଲଆଃ ମହକନ୍‌ ଝାକିତିଗ୍‌ ମହ୍‌କେତା ।

ଚରଣ
ପାଃଦ
ଆମେ ଈଶ୍ୱରଙ୍କ ଚରଣ ତଳେ ପ୍ରାର୍ଥନା କରୁ ।
ଆନିଙ୍ଗ୍ ଭଗ୍‌ମାନ୍‌ ଆଃ ପାଃଦ ତୁତାତେ ପାର୍‌ଥାନା ବାୟ୍‌ତେନିଙ୍ଗ୍ ।

ଚଲାବୁଲା
ଚଲାବୁଲା
ବୃଦ୍ଧ ଲୋକମାନେ କମ୍‍ ଚଲାବୁଲା କରନ୍ତି ।
ବୁଢା ଲେବୁକି କମ୍‌ ଚଲାବୁଲା ବାୟ୍‌ତେ କି ।

ଚତୁର୍ଦ୍ଦିଗ
ଚାରହିତିଗ୍‌
ସୂର୍ଯ୍ୟ ଉଦୟ ହେଲେ ଚତୁର୍ଦ୍ଦିଗ ଆଲୋକିତ ହୁଏ ।
ବେଡ ମୁଃସିଙ୍ଗ୍ କିଲାଃ ଚାର୍‌ହିତିଗ୍‌ ପାତାର୍‌ ଜୟ୍‌ତା ।


logo