logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଘନନୀଳ
ଗାଢା ନୀଲିଆ
ଇନ୍ଦ୍ରଧନୁରେ ଘନନୀଳ ରଙ୍ଗ ଥାଏ ।
ରାମଧୂନ୍‌ ତେ ଗାଢାନୀଲିଆ ରଙ୍ଗ୍ ଆତା ।

ଘସି
ରେତନା
ମକଚି ଯାଇଥିବା ଗୋଡ଼ରେ ମୁଁ ମଲମ ଘସି ଦେଲି ।
ମଲକେ ଗଃସିଥଃ କାଟାତେ ଇଙ୍ଗ୍ ମଲମ୍‌ ରେତ ଗଥେଗ୍‌ ।

ଘଡ଼ଘଡ଼ି
ଘିଡ୍‌କେନା
ଘଡ଼ଘଡ଼ି ଶବ୍ଦ ଶୁଣି ଛୋଟ ପିଲାଏ ଡରିଯାଆନ୍ତି ।
ଘିଡ୍‌କେନା ଶବଦ୍‌ ଅଣର୍‌ କରି କୁଣୁଃ କି ବତଙ୍ଗ୍ ଗଃତା କି ।

ଘାଇଲା
ବାଧେ ଗଥଃ
କଟୁ ଭାଷା ଶୁଣି ମୋ ମନ ଘାଇଲା ହୋ‌ଇଗଲା ।
ଖାରାପ୍‍ କାୟମ୍‌ ଅଣ୍ଡର୍‌ କରି ମନ୍‌ ଗିଙ୍ଗତେ ବାଧେଗଥଃ ।

ଘାଣ୍ଟିବା
ଘାଣ୍ଟେନା
ତରକାରୀରେ ଲୁଣ ପକାଇ ଘାଣ୍ଟିବା ଆବଶ୍ୟକ ।
ତର୍‌କାରୀତେ ବିଲୁଙ୍ଗ୍ ମାଏଁ କରି ଘାଣ୍ଟେନାଃ ଦର୍‌କାର୍‌ ।

ଘାସ
ଲାଟା/ଘାସ
ବଗିଚାର ଅନାବନା ଘାସ ସଫା କର ।
ବାଡିଆଃ ଜାହାତାହା ଲାଟା କିତେ ସାଫା ବାଏପେ ।

ଘେରି
ତର୍‌ନା
ଆମ୍ବଚାରା ଲଗାଇବା ପରେ ତାକୁ ଘେରି ଦିଅ ।
କାୟାର୍‌ ଦାରୁ ଉନ୍‌ କଲା ଲଃଢ ତର୍‌ଗଡେପେ ।

ଘୋଟିବା
ଡାଲ୍‌ ଗଃନା
ଆକାଶରେ କଳା ହାଣ୍ଡିଆ ମେଘ ଘୋଟିଲା ।
ଆକାଶତେ କଲିଆ ତିରବ୍‌ ଡାଲ୍‌ ଗଥଃ ।

ଘୋଡ଼ା
ଘଡା
ଘୋଡ଼ା ଖୁବ ଜୋରରେ ଧାଇଁପାରେ ।
ଘଡା ଖୋବ୍‌ ଆଁଟେ ବତ୍‌କେନା ପାଲ୍‌ତେ ।

ଘୋଷଣା
ଉଲାର୍‌
ରେଡ଼ିଓରେ ଜରୁରୀ ବିଷୟ ଘୋଷଣା କରାଯାଏ ।
ରେଡିଓତେ ଜରୁରୀ ବିଷେତେ ଉଲାର୍‌ ବାଏତେକି ।


logo