logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୋଲ
ଗୋଲ
ପୃଥିବୀ କମଳା ଲେମ୍ବୁ ପରି ଗୋଲ ।
ଧର୍‌ତୀ ସାନ୍‌ତାରା ଲେମ୍ବୋ ଗୁଡ୍‌ ଗୋଲ୍‌ ହାଏ ।

ଗୋଳିଆ
ଖେନ୍ଧଲ
ଗୋଳିଆ ପାଣି କଙ୍କଡ଼ାକୁ ସୁହାଏ ।
ଖେନ୍ଧଲ ଡାଃ ଖାଙ୍ଖାଡା ଲାଗିନ୍‍ ଭଲ ହାଏ/ତେସୁହାଏତେ ।

ଗୋଲି
ବାଟି
ପିଲାଏ ମାଟିରେ ଗୋଲି ତିଆରି କରନ୍ତି ।
ବେଟା କି ଲଃଖାତେ ବାଟି ବାୟ୍‌ତେ କି ।

ଗୋଟିଏ
ମୁଇଙ୍ଗ୍
ଆମ ଓଡ଼ିଶାର ଗୋଟିଏ ଦିଗରେ ସମୁଦ୍ର ଲାଗିଛି ।
ଆନିଆଁ ଉଡିଶା ମୁଇଙ୍ଗ୍ ପାର ସମ୍‌ଦୁର୍‌ ଲାଃ ସିଗ୍‌ ।

ଗୋଟି ଗୋଟି
ମୁଇଙ୍ଗ୍ ମୁଇଙ୍ଗ୍
ପକ୍ଷୀମାନେ ଖାଦ୍ୟ ଦାନା ଗୋଟି ଗୋଟି ଖୁମ୍ପନ୍ତି ।
କନ୍‌‍ଥେଡ୍‌ କି ନଃନା ଜିନିଷ୍‍ ତେ ମୁଇଙ୍ଗ୍ ମୁଇଙ୍ଗ୍ ଖମ୍‌ପେ ତେକି ।

ଗୋଲାପ
ଗୁଲାପ୍‍
ଗୋଲାପଫୁଲ ଫୁଲର ରାଜା ଅଟେ ।
ଗୁଲାପ୍‌ଫୁଲ୍‌ ଫୁଲ୍‌ କିଆଃ ରାଜା ହାଏ ।

ଗୌରବ
ନାଁ
ଗୌରବର ବିଳୟ ନାହିଁ ।
ନାଁ କେଭେ ଉମ୍‍ ବିଣିବ୍‍ ତା ।

ଘର
ଅଃ
ନଡ଼ାରେ ଘର ଛପର କରାଯାଏ ।
ନାଡାତେ ଅଗାଃ ଛାଉନି ବାୟ୍‌ତେ କି ।

ଘରେ
ଅଃ ତେ
ଆମ ଘରେ ଗୋଟିଏ ବିଲେଇ ଅଛି ।
ଏଲାଃ ଅତେଃ ମୁଇଙ୍ଗ୍ ବିଲେ ଆଃଇ ।

ଘନ ଘନ
ପୁର୍‌ ପୁର୍‌
ପର୍ବତ ଚଢିବା ବେଳେ ଘନ ଘନ ନିଶ୍ୱାସ ନିଆଯାଏ ।
ବୀରୁ ଡେବ୍‌ନାଭେରେ ପୁର୍‌ ପୁର୍‌ ନିନାଶ ଡଡ୍‌ନା ଲାଃତା/ହଏତା ।


logo