logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୃହ ପାଳିତ
ଅଃତେ ବୁଇନା
ଗାଈ ଏକ ଗୃହପାଳିତ ପଶୁ ଅଟେ ।
ଗାଏ ମୁଇଙ୍ଗ୍ ଅଃତେ ବୁଇନା ପଶୁ ହାଏ ।

ଗେଲ
ଲେମ୍‍ ଲେମା
ଜେଜେମାଁ ମୋତେ ଭାରି ଗେଲ କରନ୍ତି ।
ଆଈ ଗିଙ୍ଗ୍ ଇଙ୍ଗ୍ ତେ ଖୋବ୍‌ ଲେମ୍‌ ଲେମା ବାୟତେ ।

ଗେଣ୍ଡୁଫୁଲ
ଗେନ୍ଦା ଫୁଲ
ଗେଣ୍ଡୁଫୁଲରେ ମାଳା ଗୁନ୍ଥାଯାଏ ।
ଗେନ୍ଦା ଫଲତେ ମାଲି ତଏତେକି ।

ଗୋଡ଼
କାଟା
ଆମ ଗୋଡ଼ରେ ଦଶଟି ଆଙ୍ଗୁଠି ଅଛି ।
ଆନିଆଃ କାଟାତେ ଦଶ୍‌ଟା ଆଙ୍ଗଠି ଆଃଇ ।

ଗୋବର
ଇଗ୍‌ଥାଙ୍ଗ୍
ଗୋବର କୃଷି ପାଇଁ ନିରାପଦ ।
ଇଗ୍‌ଥାଙ୍ଗ୍ ତାସ୍‌ କାମ୍‌ଆଃ ଲାଗି ବିପଦ୍‌ ଆଣିକ୍‌ ।

ଗୋଧି
ଗୋଏ
ଗୋଧି ଚମଡାରେ ଖଞ୍ଜଣୀ ତିଆରି ହୁଏ ।
ଗୋଏ ଛାଲତେ ଖଞ୍ଜନୀ ତିଆର୍‌ ହଏତା ।

ଗୋରା
ପଁଣ୍ଡରା
ମୋ ସାଙ୍ଗ ରବିର ରଙ୍ଗ ଗୋରା ।
ଇଙ୍ଗାଃ ସରି ଗିଙ୍ଗ୍ ରବିଆଃ ରଙ୍ଗ୍ ପଁଣ୍ଡରା ।

ଗୋପାଳ
ଗୋପାଳ/ଗୁଆଲି
ଗୋପାଳ ଗୋପାଳନ କରନ୍ତି ।
ଗୋପାଳ ଅରେଗ୍‍ ବୁଇନା ମୁଇଙ୍ଗ୍ ଫାଏଦା ଧାନ୍ଦା ହାଏ ।

ଗୋପାଳନ
ଅରେଗ୍‌ ବୁଇନା
ଗୋପାଳନ ଏକ ଲାଭଜନକ ଉଦ୍ୟୋଗ ।
ଗାଏ ଅରେଗ୍ ବୁଇନା ମୁଇଙ୍ଗ୍ ଫାଏଦା ଧାନ୍ଦା ହାଏ ।

ଗୋଳମାଳ
ଗୁଲମାଲ
ବେଳେବେଳେ ମଣିଷର ଯୋଜନା ଗୋଳମାଳ ହୁଏ ।
ମେସନ୍‍ ମେସନ୍‍ ମୁନୁଷ୍‌ ଆଃ ଜୁଜ୍‌ନା ଗୁଲମାଲ୍‌ ହଏତା ।


logo