logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୁଣୁ ଗୁଣୁ
ଗୁନ୍‌ଗୁନାଏ କରି
ଆମ ମାଁ ଗୁଣୁ ଗୁଣୁ ହୋ‌ଇ କାମ କରନ୍ତି ।
ଏଲାଃ ମାଁ ଗୁନ୍‌ଗୁନାଏ କରି କାମୁ କାମୁତାକି ।

ଗୁଆଘିଅ
ଗୁଆ ଘି
ଗୋ ଦୁଗ୍ଧରୁ ଗୁଆଘିଅ ପ୍ରସ୍ତୁତ ହୁଏ ।
ତମ୍‌ଲେଙ୍ଗ୍ ତାୟ୍‌ ଗୁଆଘି ତିଆର୍‌ ହଏତା ।

ଗୁରୁଦ୍ୱାର
ଗୁରୁଦୁଆର
ଗୁରୁଦ୍ୱାର ଶିଖମାନଙ୍କର ଉପାସନା ସ୍ଥଳୀ ।
ଗୁରୁଦୁଆର୍‌ ପଞ୍ଜାବୀ କିଆଃ ପୁଜାନାଃ ଯାଗା ।

ଗୁଜୁରାଣ
ଲାଏଗ୍‌ ବୁଇନା
ସେ ମାଛ ଧରି ଗୁଜୁରାଣ ମେଣ୍ଟାଏ ।
ଆଡି କାଡଙ୍ଗ୍ ତାର୍‌ କରି ଲାଏଗ୍‌ ବୁଇତେ ।

ଗୁରୁତ୍ୱ
ଜୋର୍‌ ତେର୍‌ନା
ଶୁଣିଥିବା କଥାରେ ଗୁରୁତ୍ୱ ଦିଅ ।
ଅଣ୍ଡର କାୟମ୍‌ ତେ ଜୋର୍‍ ତେରେପେ ।

ଗୁଣିଆଁ
ଗୁନିଆଁ/ଟଁଢେଇ
ଗୁଣିଆଁ ସନ୍ଦେହରେ ଲୋକେ ତାକୁ ମାରିଦେଲେ ।
ଗୁନିଆଁ/ଟଁଢେଇ ଭାବେ କରି ଲେବୁ କି ଆଡ୍‌ତେ ତାର୍‍ ଗଥଃ କି ।

ଗୁରୁଜନ
ମାହାଁ କିଆଃକାୟମ୍‌
ଗୁରୁଜନମାନଙ୍କୁ ସମ୍ମାନ କର ।
ମାହାଁ ଲେବୁ କିଆଃକାୟମତେ ମାନେ ଏପେ ।

ଗୁଳୁଗୁଳି
ଗୁପ୍‌ଗୁପାଏନା
ଗୁଳୁଗୁଳି ହେଲେ ଲୋକେ କଷ୍ଟ ପାଆନ୍ତି ।
ଗୁପ୍‌ଗୁପାଏ କିଲାଃ ଲେବୁ କି କଷଟ୍‌ କୁଇତେ କି ।

ଗୁଣ୍ଡୁଚି
ଚିଡ୍‌ରା
ଗୁଣ୍ଡୁଚି ଗଛରେ ବାସକରେ ।
ଚିଡ୍‌ରା ଦାରୁତେ ରହେତା ।

ଗୃହ
ଅଃ
ଗୃହ ନିର୍ମାଣ ପାଇଁ ବହୁତ ପ‌ଇସା ଲୋଡା ।
ଅଃ ବାୟନାଃଥମ୍‌ ଖୋବ୍‌ ପଏସା ଦର୍‌କାର ।


logo