logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗୀତ
ଆଲଙ୍ଗ୍
ଗୀତ ଗାଇଲେ ମନ ହାଲୁକା ଲାଗେ ।
ଆଲଙ୍ଗ୍ ଆଲଙ୍ଗ୍ କିଲାଃ ମନ ଯେ ହାଲ୍‌କା ଲାଃଆତା ।

ଗିର୍ଜା
ଗିର୍ଜା
ଖ୍ରୀଷ୍ଟିୟାନମାନେ ରବିବାର ଦିନ ଗିର୍ଜାକୁ ଯାଆନ୍ତି ।
ଖ୍ରୀଷ୍ଟିୟାନ୍‌କି ରଏବାରଦିନ୍‌ ଗିର୍ଜା ସାନ୍ତାକି ।

ଗ୍ରୀଷ୍ମଋତୁ
ବୈଶାଖଲେରାଙ୍ଗ
ଗ୍ରୀଷ୍ମଋତୁରେ ଟାଣ ଖରା ହୁଏ ।
ବୈଶାଖ ଲେରାଙ୍ଗ ଟାନେଟାନ୍‌ ଗିଡିଂ ହଏତା ।

ଗୁମ୍ଫା
ଗୁଁଫା/ଢ଼ୋର୍‌ରୋ
ଆଦିମ ମଣିଷ ଗୁମ୍ଫାରେ ବାସ କରୁଥିଲା ।
ଅସ୍ମେଗଆଃ ଲେବୁକି ଗୁଁଫା/ଢ଼ୋର୍‌ରୋତେ ରହେ ଖାନ୍‌ତାକି ।

ଗୁରୁ
ଗୁରୁ
ଗୁରୁ ବଚନ ପାଳନ କର ।
ଗୁରୁଲେବୁଆଃ କାୟମ୍‌ତେ ମାନେ ନାପେ ।

ଗୁଡ଼ି
ପାତାଙ୍ଗି
ଗୁଡ଼ି ଉଡ଼ାଇ ପିଲେ ଆନନ୍ଦ ପାଆନ୍ତି ।
ପାତାଙ୍ଗି ଉଡାୟ କଲା କୁଣୁଃକି ଲେରୈଃ କୁଇତେକି ।

ଗୁହାଳ
ଗହାଡ
ଗାଈଗୋରୁ ଗୁହାଳରେ ବନ୍ଧା ଯାଆନ୍ତି ।
ଗାଏ/ଅରେଗ୍‌ ଗହାଡ୍‌ତେ ତଲତେକି ।

ଗୁଡାଇ
ଗୁଢିଆଏ କରି
କ୍ଷତ ଯାଗାକୁ ପତଳା କନାରେ ଗୁଡ଼ାଇ ରଖ ।
ଘା ଠାଣ୍‌ତେ ପାତଲା ଗୁନ୍ଦି ଗୁଢିଆଏ କରି ଉନେପେ ।

ଗୁଣନ
ଥରକେ ଥର ମିଶାଏନା
କ୍ରମିକ ମିଶାଣକୁ ଗୁଣନ କୁହାଯାଏ ।
ଥର୍‌କେ ଥର୍‌ ମିଶାଏନା ଯେ ଗୁଣନ୍‍ ଗାମ୍‌ତେ କି ।

ଗୁଣଫଳ
ଗୁଣଫଳ
ଗୁଣନ ଫଳକୁ ଗୁଣଫଳ କୁହାଯାଏ ।
ଗୁଣ୍‌ନ ବାୟକରି ଆତ୍‌ଲକୁ କୁଇତା ଆଡ୍‌ତେ ଗୁଣଫଳ ଗାମ୍‌ତେ କି ।


logo