logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗାଈ
ଗାଏ
ଗାଈ କ୍ଷୀର ଅପମିଶ୍ରଣ କରିବା ଭଲ ନୁହେଁ ।
ଗାଏ ତମ୍‌ଲେଙ୍ଗତେ ଡାଃ ମେଶାଏ ନା ଭଲ ଆଣିଗ୍‌ ।

ଗାଇ ଗାଇ
ଆଲଂଆଲଂ
ଆଦିବାସୀ ମହିଳାମାନେ ଗାଇ ଗାଇ ବିଲ ରୁଅନ୍ତି ।
ଆଦିବାସୀ କନ୍‌ସେଲ୍‌ କି ଆଲଂଆଲଂ ପାଢା ଉନ୍‌ତେକି ।

ଗାଁ ମୁଣ୍ଡରେ
ଗାଁ ମୁଣିତେ
ଆମ ଗାଁ ମୁଣ୍ଡରେ ଗୋଟିଏ ପିପ୍‌ପଳ ଗଛ ଅଛି ।
ଏଲାଃ ଗାଁ ମୁଣିତେ ମୁଇଙ୍ଗ୍ ଜାରାଃ ଦାରୁ ଆଃଇ ।

ଗାଢ଼
ବହଳିଆ
ଗାଢ଼ ରଙ୍ଗ ସହଜରେ ଛାଡେ ନାହିଁ ।
ବହଳିଆ ରଙ୍ଗ୍ ସହ୍‌ଜେ ଉମ୍‌ ମେଲାଏ ତେ ।

ଗାର
ଗାର୍‌
ଡୁଡୁ ଖେଳ ପାଇଁ ମଝିରେ ଗୋଟିଏ ଗାର ଟଣା ଯାଏ ।
ଡୁଡୁ ଏବଃନାଃଥମ୍‌ ମଃଝିତେ ମୁଇଙ୍ଗ୍ ଗାର୍‌ ଡିଗ୍‌ନା ଲାଃତା ।

ଗାଡ଼ିଆ
ମୁଁଡା
ଗାଡ଼ିଆରେ କ‌ଇଁ ଫୁଲ ଫୁଟେ ।
ମୁଁଡା ତେ ପଦମ୍‌ ଫୁଲ ଫୁଃଟେତା ।

ଗାଧୋଇବା
ଉଆଃନା
ସାବୁନରେ ଗାଧୋଇବା ହିତକର ଅଟେ ।
ସାବୁନ୍‌ତେ ଉଆଃନା ନିରିଆଃଥମ୍‌ ଭଲ ଆଏ/ସ୍ନାବନ ବୁଙ୍ଗ୍ ଉଆଃନା ଭଲ ଆଏ/ହାଏ ।

ଗ୍ରାହକ
ଗାରାଖ
ଆଜିକାଲି ଗ୍ରାହକମାନେ ସଚେତନ ହେବା ଉଚିତ ।
ଉପାଡି ଗାରାଖ୍‌ କି ହୁସିଆର୍‌ ହଏନାଃ କାୟମ ।

ଗ୍ରାମ ସେବକ
ଗାରାମଶିବ
ଗ୍ରାମ ସେବକ ଗ୍ରାମବାସୀଙ୍କ ସେବା କରନ୍ତି ।
ଗାରାମ୍‌ଶିବ ପାଡାଃ ଲେବୁକିଆଃ ସେବା ବାଏତେ ।

ଗିଳିବା
ନଲ୍‌ନା
ଖାଦ୍ୟକୁ ଭଲରେ ଚୋବାଇ ଗିଳିବା ଉଚିତ ।
ପେଗ୍‌ତେ ବନେବଃ ଆଖେଡ୍‌ କରି ନଲନାଃ ଚାହି ।


logo