logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗଣ
କଲେ
ତୁମର କେତୋଟି ଆଙ୍ଗୁଠି ଗଣ ।
ଆମାଃ କିଃତେଟା ଆଙ୍ଗଠି କଲେ ।

ଗଡ଼ାଇବା
ଢୁ୍ଲାଏନା
ପଥର ଗଡ଼ାଇବା ବେଳେ ସାବଧାନ ।
ସରେଙ୍ଗ ଉଣ୍ଡଲାଏନା ଭେରେ ସାବ୍‌ଧାନ୍‌ ।

ଗମନାଗମନ
ସାନ୍‌ନାଡେଲ୍‌ନା
ଆଜିକାଲି ଗମନା ଗମନ ସୁଗମ ହୋ‌ଇଛି ।
ଉପାଡି ସାନ୍‌ନା ଡେଲନା ସୁବିଧା ହଏସିଗ୍‌ ।

ଗଧ
ଗାଧା
ଗଧ ପିଠିରେ ମାଲ୍‌ ବୁହାଯାଇଥାଏ ।
ଗାଧାଃ କୁଣାବ୍‌ତେ ଜିନିଷପତର ଗଃ ଡଟ୍‍ ତେକି ।

ଗରିଲା
ଗରିଲା
ଗରିଲା ମାଙ୍କଡ଼ ପ୍ରଜାତିର ଏକ ବନ୍ୟପ୍ରାଣୀ ଅଟେ ।
ଗରିଲା ବାନ୍ଦରା ହଡମ୍‌ ଜାଏତ୍‌ ଆଃମ‌ଇଙ୍ଗ୍ ଜଙ୍ଗଲୀ ଜଁତୁ ହାଏ ।

ଗଣ୍ଡଗୋଳ
କଲେକ୍‍‍କେନ୍ଦାର
ମଦ୍ୟପମାନେ ଗଣ୍ଡଗୋଳ ସୃଷ୍ଟି କରନ୍ତି ।
ମାତୁଆଲ୍‌ ଲେବୁକି କଲେକ୍‌କେନ୍ଦାର ଅଃଫେର୍‌ତେକି ।

ଗଳ୍ପ
କଥ୍‌ନୀ
ଗଳ୍ପ କଥନ ଏକ ଭଲ ଅଭ୍ୟାସ ଅଟେ ।
କଥ୍‌ନଈ ଗାମନା ମୁଇଙ୍ଗ୍ ଭଲ ଅଭ୍ୟାସ ଆଏ/ହାଏ ।

ଗ୍ରନ୍ଥ
ମାହାବହି
ଆମ ଦେଶର ଅନେକ ପୁରାତନ ଗ୍ରନ୍ଥ ରହିଛି ।
ଆନିଆଃ ଦେଶ୍‌ଆଃ କିତେ କିତେ ବାଇର ମାହାବହି ଆଃଇ ।

ଗାତ
ଲାତା
ବିଲୁଆ ଗାତରେ ଶୁଏ ।
କୁଲିହା ଲାତାତେ ଗିତାଃତା ।

ଗାଆଁ
ପାଡା
ଆମ ଦେଶ ଗାଆଁ ଗୁଡ଼ିକରେ ପରିପୂର୍ଣ୍ଣ ।
ଆନିଆଃଦେଶ ପାଡାପାଡା ଭିଃତାରତେ ଭରେହସିଗ୍‍ ।


logo