logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗଠିତ
ହଏସି
ବିଧାୟକମାନଙ୍କୁ ନେଇ ବିଧାନସଭା ଗଠିତ ହୋ‌ଇଛି ।
ଏମେଲେ କିତେ ଡଟ୍‌କରି ବିଧାନ ସଭା ହଏସିଗ୍‌ ।

ଗହନବନ
ଖେଁଚାଖେଚ୍‌ ଆଡାୟ
ରାଜା ଗହନବନକୁ ଶିକାର ପାଇଁ ଗଲେ ।
ରାଜା ଖେଁଚାଖେଚ୍‌ ଆଡାୟତିଗ୍‌ ପାରେତ୍‌ ବାଏନା ସାନ୍‌କି ।

ଗହଳ
ଖୋବ୍‌ ଆଡାୟ
ଗହଳ ଜଙ୍ଗଲରେ ବନ୍ୟପଶୁ ରହନ୍ତି ।
ଖୋବ୍‌ ଆଡାୟତେ ଜୀବଜଁତୁ ରହେତାକି ।

ଗମ୍ଭୀର
ଚୁପଚାପ
ସେ ସବୁବେଳେ ଗମ୍ଭୀର ହୋ‌ଇ ରହୁଛନ୍ତି ।
ଆଡି ଝାକି ଭେରେ ଚୁପଚାପ ହଏକଲା ରହେତାଏଗ୍‌ ।

ଗଧିଆ
ଡୁରୁ
ଗଧିଆ ରାତିରେ ଚରିବାକୁ ବାହାରେ ।
ଡୁରୁ ଇଡିବ୍‌ତେ ଆର୍‌ନଃନା ମୁଃତା ।

ଗଞ୍ଜା
କକ୍‌ର
ଗଞ୍ଜା କୁକୁଡ଼ା ରାତିରେ ଡ଼ାକେ ।
କକ୍‌ର ସିଙ୍କୋଏ ଇଡିବ୍‌ତେ ସୁଲତେ ।

ଗଢ଼ିବା
ବାଏନା
ମୂର୍ତ୍ତି ଗଢ଼ିବା ଶୀଳ୍ପିର କାମ ଅଟେ ।
ମୂର୍ତ୍ତି ବାଏନା କାରିଗର୍‌ଆଃ କାମୁ ଆଏ/ହାଏ ।

ଗଣିବା
କଲ୍‌ନା
ଅସାବଧାନ ହେଲେ ଟଙ୍କା ଗଣିବା ଭୁଲ ହେବ ।
ସାବଧାନ୍‌ଉମ୍‌ ହଏକିଲାଃ ରୂପିଆ କଲ୍‌ନା ଭୁଲ୍‌ ହଏନା ।

ଗରଗର
ଗର୍‌ଗର୍‌
ଦୁଷ୍ଟ ଲୋକ ସବୁବେଳେ ଗରଗର ହୁଏ ।
ବଦମାସ୍‌ ଲେବୁ ଝାକିବେରେ ଗର୍‌ଗର୍‌ ହଏତା ।

ଗଡ଼ିଲା
ଢୁଲେକି/ଗୁର୍‌କି
ବଲ୍‌ଟି କାଦୁଅରେ ଗଡ଼ିଲା ।
ଫୁଟବଲ ଯେଃ ତବ୍‌ଡାତେ ଢୁଲେକି/ଗୁର୍‌କି ।


logo