logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଖେଳ
ଏବଃ
ଖେଳ ଦ୍ୱାରା ଆମକୁ ଆନନ୍ଦ ମିଳେ ।
ଏବଃନା ବୁଙ୍ଗ୍ ଆନିଙ୍ଗ୍ ତେ ଲେରୈଃ କୁଇତା ।

ଖେଳିବା
ଏବଃନା
ଆସ ଆମେ ଲୁଡୁ ଖେଳିବା ।
ଆଏପେ ଆନିଙ୍ଗ୍ ଲୁଡୁ ଏବଃନାନିଙ୍ଗ୍ ।

ଖେଳିଖେଳି
ଏବଃଏବଃକରି
ପିଲାଏ ଖେଳିଖେଳି ସ୍କୁଲକୁ ଯାଆନ୍ତି ।
କୁଣୁଃକି ଏବଃଉବାଃକରି ଇସ୍‌କୁଲ ସାନ୍‌ତାକି ।

ଖେଳୁଖେଳୁ
ଏବଃଏବଃନାତେ
ମୀନା ଖେଳୁଖେଳୁ ଝୁଂଟି ପଡ଼ିଲା ।
ମୀନା ଏବଃଏବଃନାତେ ତଣ୍ଡମ୍‌ କରି ଗୁର୍‌ଗ‌ଅକି ।

ଖୋଲ
ଲାଏନା
ପାଇଖାନାର ଗାତ ଖୋଲ ନାହିଁ ।
ପାଏଖାନାତେ ଢ଼ଢ଼ା ଆବୁ ଲାଏପେ ।

ଖୋଳ
ଖୋଳ୍‍
କଲମର ଖୋଳ ହଜିଗଲା ।
ଫଲଟେନ୍‍ ଆଃ ଖୋଳ୍‌ ସିଡ୍‌ଗଃକି ।

ଖୋଜିବା
ଲାମନା
ଯଦି ଖୋଜିବା ତେବେ ନିଶ୍ଚୟ ପାଇବା ।
ଯଦି ଲାମେନିଙ୍ଗଲାଃ ଯେନ୍ତାଲାଃଜ କୁଏନିଙ୍ଗ୍ ।

ଗଣନା
କଲନା
ପ୍ରତି ଦଶବର୍ଷକୁ ଥରେ ଜନ ଗଣନା କରାଯାଏ ।
ଦଶବର୍‌ଷତେ ମେସନ୍‌ ଲେବୁ କିତେ କଲ୍‌ତେକି ।

ଗରମ
ଲବ୍‌ନା
ଜ୍ୱର ବେଳେ ଦେହ ଗରମ ହୋ‌ଇଯାଏ ।
କୁଲ୍‌ଡାଃ ଧଃତେ ଅଃଲାଃ ନିରି ଦାଙ୍ଗାର୍‌ ଲବ୍‌ତେ ।

ଗଣ୍ଠି
ଗଏଁଠ୍‌
ଡାଳରେ ଗଣ୍ଠିରେ ଶାଖା ବାହାରେ ।
ଡାଳ୍‌ଆଃ ଗଏଁଠ୍‌ତାୟ ଡାଳ୍‌ ମୁଃତା ।


logo