logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଖାଦ୍ୟ
ନ‌ଅନା
ଖାଦ୍ୟ ଅଭାବରେ ଶରୀର କ୍ଷୀଣ ହୋ‌ଇଯାଏ ।
ନ‌ଅନା ଅଭାବ୍‌ତେ ନିରୀ ରାଗାୟ ଗଃତା ।

ଖାଦ୍ୟପେୟ
ନ‌ଅନାଉଡ୍‌ନା
ଖାଦ୍ୟପେୟ ଅଭାବ ଚିନ୍ତାର ବିଷୟ ଅଟେ ।
ନଃନାଉଡ୍‌ନା ଅଭାବ୍‌ ଚିନ୍ତାଃ ବିଷେ ଆଏ / ହାଏ ।

ଖାପ ଖାଇବା
ଖାପନଃନା
ଜଳବାୟୁ ସହିତ ଖାପ ଖାଇବା ଆବଶ୍ୟକ ।
ଡାଃ କୟ ସରି ଖାପନଃନା କାୟମ୍‍ ।

ଖାଲଜାଗା
ଢ଼ଢ଼ା ଜାଗା
ଖାଲଜାଗାରେ ପାଣି ଜମି ରହେ ।
ଢ଼ଢ଼ାଜାଗାତେ ଡାଃ ଜମେ ରହେତା ।

ଖାଲି ଘରେ
ଖାଲିଅଃତେ
ଖାଲି ଘରେ ବିଭିନ୍ନ କୀଟ ପତଙ୍ଗ ବସା ବାନ୍ଧନ୍ତି ।
ଖାଲିଅଃତେ ରକମ୍‌ ରକମ୍‌ଆଃ ଫାଁଫା, ଫିଲ୍‌ଙ୍ଗା ରହେ ତାକି ।

ଖାଂଟି
ଖାଂଟି
ଖାଂଟି ସୁନାର ଦାମ ଆଧିକ ଅଟେ ।
ଖାଂଟି ସୁନାଃ ଦାମ୍‌ ଅଏତକା ଆଏ/ହାଏ ।

ଖୁଆଇ
ଅବନଃକଲା
ମାଁ ଛୁଆକୁ କ୍ଷୀର ଖୁଆଇ କାମରେ ଲାଗିଯାଏ ।
ମାଁ କୁଣୁଃତେ ତମ୍‌ଲେଙ୍ଗ୍ ଅବ୍‌ନଃକଲା କାମୁତେ ଲାଃ ଗଃତା ।

ଖୁସିରେ
ଲେରୈଃବୁଙ୍ଗ୍
ଚଢ଼େଇମାନେ ଖୁସିରେ ଉଡି ବୁଲନ୍ତି ।
କନ୍‌ତେଡ୍‌ କି ଲେରୈଃବୁଙ୍ଗ୍ ଲେଙ୍ଗ୍ ଖର୍‌ତାକି ।

ଖୁବ୍‌
ଖୋବ୍‍
ଘରେ ନିଆଁ ଲାଗିଲେ ଖୁବ୍‌ ଜୋରରେ ପାଟି କର ।
ଅଃତେ ତିମ୍‌ସମ୍‌ ଲାଃକିଲାଃ ଖୋବ୍‌ ଆଁଟେ କିର୍‌ଲାୟେପେ ।

ଖୁଂଟି
ଖଁଟେ
ପକ୍ଷୀମାନେ ଖୁଂଟି ଖାଆନ୍ତି ।
ଚୁରେକି ଖଁଟେ କଲା ନଃତେକି ।


logo