logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କୌତୁହଳ
ଜୟନାଃଥମ୍‌
ନୂଆ ଜିନିଷ ଦେଖିବାକୁ କୌତୁହଳ ଜାତ ହୁଏ ।
ତମ୍‌ନେ ଜିନିଷ ଜୟନାଃଥମ୍‍ ମନ୍‍ ଇଛଲେ ଖରତା ।

କୌଶଳ
ସଏଗନା
ହାଣ୍ଡି ଗଢ଼ିବାର କୌଶଳ କୁମ୍ଭାରମାନେ ଜାଣନ୍ତି ।
କୁୟୁ ବାୟନାଃଥମ୍‍ ତମ୍‌ କୁଇ କି ସଏଗ୍‌ତେକି ।

କୌଣସି
ଇହିଲାଃଜ
ପର୍ଯ୍ୟାବରଣ ସୁରକ୍ଷା ପାଇଁ କୌଣସି ଉପାୟ ବାହାର କର ।
ପରିବେଶ ବାଞ୍ଚାୟନାଃଥମ୍‍ ଇହିଲାଃଜ ଉପାୟ୍‌ ଅଃମୁଃଏପେ

କ୍ୟାପ୍‌/ଟୋପି
ଟୁପି
କ୍ରିକେଟ୍‍ ଖେଳାଳି କ୍ୟାପ୍‌/ଟୋପି ପିନ୍ଧିଥାନ୍ତି ।
କିରକେଟ୍‍ ଏବଃନା ଖେଲ୍‌ଉଆଡିକି ଟୁପି ସୁଇସିଃତେକି ।

କ୍ୟାପ୍‌ଟେନ୍‌
ହେଡଲିଡର
ଦକ୍ଷ କ୍ୟାପ୍‌ଟେନ୍‌ ହେତୁ ଦଳ ସଫଳତା ପାଏ ।
ହେଡ୍‌ଲିଡରଆଃ ଲାଗି ଦଲ୍‌ ଜିତେ ତା ।

କ୍ରମ
ତୁତାଃତୁତା
କ୍ରମ ଅନୁସାରେ ନାମ ଲେଖ ।
ତୁତାଃତୁତା କରି ନା ଲେଖାଏପେ ।

କ୍ରମାନ୍ୱୟରେ
ଲାଇନ୍‌ବଃ
କ୍ରମାନ୍ୱୟରେ ଉପସ୍ଥାନ ଦିଅ ।
ଲାଇନ୍‌ବଃ ହାଜ୍‌ରା ତେରେପେ ।

କ୍ରିକେଟ୍‌
କିରକେଟ୍‍
ଆଜିକାଲି କ୍ରିକେଟ୍‌ ଲୋକପ୍ରିୟ ଖେଳ ପାଲଟିଛି ।
ଉପାଡି କିର୍‌କେଟ୍‍ ଯେ ଖୋବ୍‍ ଜମେସିଗ୍‍ ।

କୃଷକ
ତାସି
ମୋ ବାପା ଜଣେ କୃଷକ ଥିଲେ ।
ଏଙ୍ଗାଃ ବୁଆଗିଙ୍ଗ୍ ମୁଇଙ୍ଗ୍ ତାସି ଆକି ।

କ୍ଳାନ୍ତ
ଥାକେ
ଶ୍ରମିକଟି କ୍ଳାନ୍ତ ହୋଇ ଘରକୁ ଫେରେ ।
କାମିହା ଯେ ଥାକେ କରି ଅଃ ବୁଙ୍ଗ୍ ଡେଲ୍‌ତା ।


logo