logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କୋଟି
କୁଟି
ଶହେ ଲକ୍ଷରେ ଏକ କୋଟି ହୁଏ ।
ଶଏ ଲାକ୍‍ ତେ ମୁଇଙ୍ଗ୍ କୁଟି ହଏତା ।

କୋଣ
କନାତେ
ପିଲାଟି ଘର କୋଣରେ ଲୁଚିଛି ।
ବେଟା ଯେ ଅଃ କନାତେ ଲେଡ୍‌ସିଗ୍‌ ।

କୋ‌ଇଲି
କୁଇଲି
ବସନ୍ତ ଋତୁରେ କୋ‌ଇଲି ଗୀତ ଗାଏ ।
ବସନ୍ତ ଋତୁତେ କୁଇଲି ଆଲଙ୍ଗ୍ ଆଲ୍‌ଙ୍ଗତା ।

କୋରଡ଼
ତୋରରୋ
ପକ୍ଷୀମାନେ ଗଛ କୋରଡ଼ରେ ଆଶ୍ରୟ ନିଅନ୍ତି ।
କନ୍ତେଡ୍‌କି ଦାରୁଆଃ ଢୋର୍‌ରୋ ତେ ଆସ୍‌ରା ଡଡ୍‌ତେକି ।

କୋକିଶିଆଳି
କୁଲିହା
କୋକିଶିଆଳି ଭାରି ଚତୁର ।
କୁଲିହା ମାହା ଚତୁର ।

କୋଳି
ଲକୁ
ଖଜୁରୀ କୋଳି ମିଠା ଲାଗେ ।
ବେଲମ୍‌ ଖେଜୁର୍‌ ଲକୁ ସେବୁଲ୍‌ ଲାଃତା ।

କୋଳରେ
କୁଡୁମ୍‌ତେ
ଧରଣୀ ନିଜ କୋଳରେ ଆମକୁ ଧରିଛି ।
ଧରତୀ ମାଁ ଆଡିଆଃ କୁଡୁମ୍‌ତେ ଆନିଙ୍ଗତେ ଧଃତେସିଗ୍‍ ।

କୋଳାହଳ
କୋଲୋକୋଥୋ
ହାଟର କୋଳାହଳ ବହୁ ଦୂରକୁ ଶୁଣାଯାଏ ।
ହାଟ୍‌ଆଃ କୋଲୋକୋଥୋ ଖୋବ୍‍ ଡିସାଃବୁଂ ଅନ୍‌ଡର ତା ।

କୋହଲା
କୁହ୍‌ଟିଆ
ଶୀତ ଋତୁରେ ବେଳେବେଳେ କୋହଲା ପାଗ ହୁଏ ।
ରାଙ୍ଗାଲେରାଙ୍ଗ ମେସନମେସନ କୁହ୍‌ଟିଆ ପାଗ୍‌ ହଏତା ।

କୋଡ଼ି
କୁଦ୍‌ଡି
ଆମେ କୋଡ଼ି ସାହାଯ୍ୟରେ ଘାସ ସଫା କରୁ ।
ଆନିଙ୍ଗ୍ କୁଦ୍‌ଡି ବୁଙ୍ଗ ଘାସ / ଲାଟା ସଫା ବାୟତେନିଙ୍ଗ୍ ।


logo