logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କେଉଁଠାରୁ
ଆତାୟ
ମହାନଦୀ କେଉଁଠାରୁ ବାହାରିଛି ?
ମହାନଦୀ ଆତାୟ ମୁଃସିଗ୍‌ ? / ମାହାଖିରମ୍‌ ଆତାୟ୍‌ ମୁଃସିଗ୍‌ ?

କେଉଁଠି
ଆତେ
ଆମ ରାଜ୍ୟରେ କେଉଁଠି କୋ‌ଇଲା ମିଳେ ?
ଆନିଆଃ ରାଏଜ୍‌ତେ ଆତେ କୁଇଲା କୁଇତା ?

କେମିତି
ଇଘାୟ
ମଞ୍ଜିରୁ ଗଜା ବାହାରେ କେମିତି ?
ବିଜମ୍‌ତାୟ ଗାଜା ଇଘାୟ୍‌ ମୁଃତା ?

କେତେବେଳେ
କିଃତାତେ
ତୁମ ବିଦ୍ୟାଳୟ କେତେବେଳେ ଖୋଲେ ?
ଆମ୍ପାଃ ଇସ୍‌କୁଲ କିଃତାତେ ଖୁଲେତା ?

କେତୋଟି
କିଃତେଟା
ଆମ ରାଜ୍ୟରେ କେତୋଟି ଜିଲ୍ଲା ଅଛି ?
ଆନିଆ ରାଏଜ୍‌ତେ କିଃତେଟା ଜିଲ୍ଲା ଆଃଇ ?

କେଉଁମାନେ
ବେହାର / ବେରବେର
କେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି ?
ବେହାର୍‌/ବେର୍‌ବେର୍‌ ଭୋଟ ତେର୍‌ନା ପାଲେକି ?

କେତେ
କିଃତେ
ପୃଥିବୀଠାରୁ ସୂର୍ଯ୍ୟର ଦୂରତା କେତେ ?
ଧର୍‌ତୀତାୟ୍‌ ବେଡ କିଃତେ ଡିଶାଃତେ ଆଃଇ ?

କେବେ
ଇଭେରେ
ବସନ୍ତ ଋତୁ କେବେ ଆସେ ?
ବସନ୍ତ ଋତୁ ଇଭେରେ ଡେଲ୍‌ତା ?

କେଉଁଠିକି
ଆତବୁଙ୍ଗ୍
ଆମ ଶଙ୍ଖ ନଦୀ କେଉଁଠିକି ବହିଯାଏ ?
ଆନିଆଃ ଶଁକ୍‌ ଖିରମ୍‌ ଆତ୍‌ବୁଙ୍ଗ୍ ଲେଙ୍ଗେତା ?

କେଶର
କେଶର
ଅଣ୍ଡା କେଶରର ରଙ୍ଗ ହଳଦିଆ ଅଟେ ।
ଆଣାଃ କେଶର୍‌ ଆଃ ରଙ୍ଗ୍ ହଲଦିଆ/ସାଙ୍ଗାଙ୍ଗ‌ଆ ରଙ୍ଗ ଗୁଡ୍‌ ହାଏ ।


logo