logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କୁଣ୍ଡା
କୁଣା
କୁଣ୍ଡାରୁ ଏକ ପ୍ରକାର ତେଲ ବାହାରେ ।
କୁଣତାୟ ମୁଇଙ୍ଗ୍ ରକମ୍‌ ଆଃ ଜୋଲ ମୁତାଃ ।

କୁଣ୍ଡାଇବା
ଗେଡନା
ଘା କୁଣ୍ଡାଇବା ଅନୁଚିତ ।
ଘାତେ ଉମ୍‌ ଗେଡ୍‌ନାଃ କାୟମ୍‍ । / ଘାତେ ଗେଡ୍‌ନା ଠିକ୍‌ ଆଣିଗ୍‌ ।

କୁତୁକୁତୁ
ଗୁତ୍‌ଗୁତି
କାଖ ତଳେ ଛୁଇଁଲେ କୁତୁକୁତୁ ଲାଗେ ।
ଡୁଃଢୁର୍‌ ତୁତା ଜିଫଃଲାଃ ଗୁତ୍‌ଗୁତି ଲାଃତା ।

କୁଣିଆ
ଗତିଆ
ଆମେ କୁଣିଆ ବ୍ୟକ୍ତିକୁ ଶ୍ରଦ୍ଧା କରୁ ।
ଆନିଙ୍ଗ୍ ଗତିଆ ଲେବୁତେ ଆଦର୍‌ ବାଏତେନିଙ୍ଗ ।

କୁହୁଡ଼ି
କୁହୁଟି
ଶୀତ ଋତୁରେ ସକାଳେ କୁହୁଡ଼ି ଦେଖାଯାଏ ।
ରାଙ୍ଗା ଲେରାଙ୍ଗ୍ ମିଆଁତେ କୁହୁଟି ଡାଲସିଃତେ/ଜୟତା ।

କୃଷି
ଚାଷ/ତାଷ
ଆମ ବାପା କୃଷି କର୍ମ କରନ୍ତି ।
ଏଲା/ଇଙ୍ଗାଃ ବୁଆଗିଙ୍ଗ୍ ତାସ୍‍ କାମୁ ବାଏତେ କିଆର୍‌ ।

କୃଷକ
ତାସିଆର୍‍
କୃଷକ ଦେଶବାସୀଙ୍କୁ ଖାଦ୍ୟ ଯୋଗାନ୍ତି ।
ତାସିଆର୍‌ ଦେଶ୍‌ଆଃ ଲେବୁକିତେ ଅରନ୍‌ ଯୁଗାଡ୍‌ ବାଏତେ ।

କେଉଁ
ଆତିକ୍‍
ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହୁଏ ?
ବେଡ ଆତିକ୍‌ ତାୟ ମୁସିଙ୍ଗ୍ ତା ?

କେଁ କଟର
କେଁ କଟର୍‌
ସନ୍ଧ୍ୟାବେଳେ ପକ୍ଷୀମାନେ କେଁ କଟର ହୁଅନ୍ତି ।
ବେଡ ବିଡିବ୍‍ କନ୍‌ଥେଡ୍‌କି କେଁକଟର୍‌ ହଏତାକି / ବେଡବିଡିବ୍‌ନା ଭେରେ ଚୁରେକି କେଁକଟର ହଏତାକି ।

କେଉଁଥିରେ
ଇତେ/ଇତାୟ
ଆଲକାତରା କେଉଁଥିରେ ତିଆରି ହୁଏ ?
ଡାମର ଇତାୟ ହଏସିଗ୍‍ / ଡାମର ଇତାୟ ତିଆର୍‌ ହଏସିଗ୍‌ ?


logo