logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କୁରୁଳି
ଲେରୈଃ
ମାମୁଁ ଘରକୁ ଯିବାକୁ ପିଲେ କୁରୁଳି ଉଠନ୍ତି ।
ମାମୁଁ ଅଃ ସାନ୍‌ନାଃଥମ୍‍ କୁଣୁଃକି ଲେରୈଃ ଗଃତାକି ।

କୁଲା
ସାଃମୁ
କୁଲା ସାହାଯ୍ୟରେ ଧାନ ପାଛୁଡ଼ା ହୁଏ ।
ସାଃମୁବୁଙ୍ଗ୍ ବାଃ ଗୁମ୍‌ତେ କି ।

କୁଠାର
ବୁଡିଆ
କୁଠାରରେ ଛୋଟ ଡାଳ କଟାଯାଏ ।
ବୁଡିଆ ବୁଙ୍ଗ୍ କନ୍‌ହନ୍‌ ଡାଳ ଡେଗ୍‌ଡମ୍‌ତା ।

କୁମ୍ଭୀର
ମଗର/କୁଟଃ
କୁମ୍ଭୀର ଏକ ଭୟଙ୍କର ପ୍ରାଣୀ ଅଟେ ।
ମଗର/କୂଟଃ ମୁଇଙ୍ଗ୍ ମାହାଭାରୀ ଖେଡ୍‍ ଖେଡ୍‍ ଜଁତୁ ହାଏ ।

କୁସୁମ
ଫୁଲ୍‍
ଗୋଲାପ କୁସୁମର ସୁଗନ୍ଧ ଖୁବ୍‍ ଭଲ ଲାଗେ ।
ଗୁଲାପ ଫୁଲଆଃ ବାସ୍‌ନା ସୁନ୍ଦର୍‌ ଲାଃତା/ଖୋବ୍‌ ଭଲ ଲାଃତା ।

କୁଦା
ଉଛାଲ୍‍
ହରିଣଟି ଏକା କୁଦାରେ ନାଳ ଡେଇଁଲା ।
ମିରିଗ୍‌ ଯେ ମୁଇଙ୍ଗ୍ ଉଛାଲ୍‌ତେ ନାଲିଆ ଡେଗେ ଗଃକି ।

କୁମ୍ଭ କଳସ
ଲଃଖାଃକଳସ୍‍
କୁମ୍ଭ କଳସରେ ଜଳ ଭରି ପୂଜାକୁ ନିଆଯାଏ ।
ଲଃଖାଃକଳସ୍‌ତେ ଡାଃ ଭବ୍‌ରେ କରି ପୂଜା ବୁଙ୍ଗ୍ ଡଟ୍‌ନା ହଏତା ।

କୂଳ
ତରା
ବନ୍ୟା ବେଳେ ନଈ କୂଳ ଖାଇଯାଏ ।
ବଃଢି ଭେରେ ଖିରମ୍‌ ତରାତରା ନଃଗଃତେ ।

କୁଳୁ କୁଳୁ
କୁଲୁରକୁଲୁର
ଝରଣାର କୁଳୁକୁଳୁ ଶବ୍ଦ ମନ ମୋହି ନିଏ ।
ଝରନ୍‌ ଡାଗାଃ ଖୁଲ୍‌ ଖୁଲ୍‌ ମନ୍‌ତେ ମୁହାଏ ଡଟ୍‌ତେ ।

କୁଟୁମ୍ବ
କୁଟୁମ୍‌ ବାଟୁମ୍‌
ମନୁଷ୍ୟ କୁଟୁମ୍ବ ନେଇ ବଂଚେ ।
ଲେବୁ କୁଟୁମ୍‌ବାଟୁମ୍‌ ତେ ଡଟ୍‌ କରି ବାଂଚେତା ।


logo