logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କାମରେ
କାମୁତେ
ଚିରା କନା ବେଳେବେଳେ କାମରେ ଲାଗେ ।
ଚେନ୍‌ଦରି ଯ ମେସନ୍‌ ମେସନ୍‌ କାମୁତେ ଡେଲ୍‌ତା/ଲାଃତା ।

କି କି
ଇ ଇ
ନନ୍ଦନକାନନରେ କି କି ପ୍ରାଣୀ ରହନ୍ତି ?
ନନ୍ଦନକାନନ୍‌ତେ/ଚିଡିଆଖାନାତେ ଇ ଇ ଜଁନ୍ତୁ ରହେତାକି ?

କିଚିରି ମିଚିରି
କିଚିର୍‌ମିଚିର୍‌
ନୀଡ଼ ଭିତରେ ପକ୍ଷୀ ଛୁଆ କିଚିରି ମିଚିରି ହୁଅନ୍ତି ।
ଘରା ଭିଃତାର୍‌ତେ ଚୁରେ କୁଣୁଃ/କନ୍ତେଡ୍‌ କୁଣୁଃକି କିଚିର୍‌ମିଚିର୍‌ ହଏତାକି ।

କିଆରି
ଆଙ୍କାଲ
ଧାନ ତଳି ଓପାଡ଼ି କିଆରିରେ ଲଗାଯାଏ ।
ବାଃ ପାଢାଃ ଜାଃ କଲା ଆଙ୍କାଲତେ ଉନ୍‌ତେକି ।

କିପରି
ଇଘାୟ
ଜଳ କିପରି ବାଷ୍ପ ହୁଏ ପରୀକ୍ଷା କରି ଦେଖ ।
ଡାଃ ଇଘାୟ ଭାପ ହଏତା ପର୍‌ଖିଆ ବାଏକରି ଜୟେପେ ।

କିଏ
ବେର
କିଏ ପରିବାର ଚଳାନ୍ତି ?
ବେର ଅଃ ଚଲାଏତେ ?

କୀର୍ତ୍ତୀ
ବାନା
ଐତିହାସିକ କୀର୍ତ୍ତି ବହୁମୂଲ୍ୟ ସମ୍ପଦ ଅଟେ ।
ଅସ୍‌ମଏକ୍‌ ଆଃ ବାନା ମାହାଭାରୀ ଧନ୍‍ ହାଏ ।

କ୍ରିୟା
କାମୁ
ମହାତ୍ମାଗାନ୍ଧୀଙ୍କ କ୍ରିୟା ଅବିସ୍ମରଣୀୟ ଅଟେ ।
ମହାତ୍ମାଗାନ୍ଧୀଆଃ କାମୁ ଇରିପ୍‌ନା ଉମ୍‌ ହଏତା ।

କୁକୁଡ଼ା
ସିଙ୍କୋଏ
କୁକୁଡ଼ା ଚାଷରେ ବହୁତ ଲାଭ ମିଳିଥାଏ ।
ସିଙ୍କୋଏ ଚାଷ ବାୟଃଲାଃ ଖୋବ୍‌ ଲାଭ କୁଇତା ।

କୁକୁର
ସଲଃ
କୁକୁର ଘର ଜଗେ ।
ସଲଃ ଅଃ ଆଗୁର୍‌ତେ ।


logo