logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କାଖ
ଡୁଃତୁର
ବୁଢ଼ାଟି କାଖରେ ଛତା ଜାକି ଯାଉଛି ।
କେଣର୍‌ବଃ ଯେ ଛାତାତେ ଢୁଃଢୁର୍‌ ତେ ଜାକାଏଁ କଲା ସାନ୍ତାଏଗ୍ ।

କାନଫୁଲ
କାନ୍‌ଫୁଲ୍‌
ଝିଅମାନେ ସୁନାର କାନଫୁଲ ପିନ୍ଧନ୍ତି ।
ବେଟୀକି ସୁନାଃ କାନ୍‌ଫୁଲ୍ ସୁଇତେକି ।

କାହାଣୀ
କଥ୍‌ନୀ
ଜେଜେମା ମୋତେ କାହାଣୀ କହି ଶୁଆଇ ଦିଅନ୍ତି ।
ଆଇମାଁ ଇଙ୍ଗତେ କଥ୍‌ନୀ ଗାମ୍‍ କରି ଗିପ୍‌ତାଃ ଗଃତେ ।

କାଗଜ
କାଗତ୍‌
କାଗଜରେ ବହି ତିଆରି ହୁଏ ।
କାଗତ୍‌ ବୁଙ୍ଗ୍ ବହି ବନେତା ।

କାର୍ଡ
କାର୍ଡ
କାର୍ଡରେ ଚିଠି ଲେଖି ପଠାଯାଏ ।
କାର୍ଡତେ ଚିଠି ଲେଖା କରି ଡାଙ୍ଗ୍ ତେକି ।

କାନକୁ
ଲୁତୁର୍‌ତେ
ମନ୍ଦ ଭାଷା କାନକୁ ଭଲ ଶୁଭେ ନାହିଁ ।
ଖରାପ୍‌ ଭାଷା/କାୟମ୍‌ ଲୁତୁର୍‌ତେ ଅଣ୍ଡର୍‌ନା ଭଲ ଉମ୍‌ ଲାଃତା ।

କାମୁଡ଼ି
ଆଖେଡ୍‌କରି
କୁକୁର ହାଡ଼ଟିଏ କାମୁଡ଼ି ଧାଇଁଗଲା ।
ସଲଃ ଜାଙ୍ଗ୍ ମୁଇଙ୍ଗ୍ ଆଖେଡ୍‌ କରି ବତ୍‌କେ ଗଃକି ।

କାଦୁଅ
କାଦୋ
ରାସ୍ତାଟି କାଦୁଅ ହୋ‌ଇଛି ।
ସଡକ ଯେଃ କାଦୋ ହଏ ଗଃସିଗ୍‌ ।

କାନ୍ଦୁଲ
ରାହ୍‌ଡି
ଆଦିବାସୀ ମାନେ ଜଙ୍ଗଲ କାଟି କାନ୍ଦୁଲ ଚାଷ କରନ୍ତି ।
ଆଦିବାସୀ ଲେବୁକି ଆଡାୟ୍‍ ସଫାବାୟ୍‍ କରି ରାହ୍‌ଡି ଚାଷା/ତାସ୍‌ ବାୟ୍‌ତେକି ।

କାଢ଼ିବା
ଡିଙ୍ଗନା
କୁଅରୁ ପାଣି କାଢ଼ିବା ପାଇଁ ଅରଟ ଲାଗିଥାଏ ।
ଚୂଆଁତାୟ୍‌ ଡାଃ ଡିଙ୍ଗନାଃଥମ୍‌ ଘିର୍‌ଲି ଲାଃ ସିଃତା ।


logo