logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କାନ
ଲୁତୁର୍
କାନରେ ଆମେ ଶୁଣିପାରୁ ।
ଲୁତୁର୍‍‌ ବୁଙ୍ଗ୍ ଆନିଙ୍ଗ୍ ଅଣ୍ଡରନା ପାଲ୍‌ତେନିଙ୍ଗ୍ । / ଲୁତୁର୍‍‌ ବୁଙ୍ଗ୍ ଆନିଙ୍ଗ୍ ଅଣ୍ଡର୍‌ତେନିଙ୍ଗ୍ ।

କାଛୁକୁଣ୍ଡିଆ
ଖଁସୁଖୁଜରୀ
ଅପରିଷ୍କାର ରହିଲେ କାଛୁକୁଣ୍ଡିଆ ରୋଗ ହୁଏ ।
ପୁହୁଡିଆ ରହେ କିଲାଃ ଖଁସୁଖୁଜ୍‌ରୀ ରୁଗିଆ ହଏତା ।

କାଳ୍ପନିକ
ମନ୍‌ଭରମ୍‌
କାର୍‌ଗିଲ୍‍ ଯୁଦ୍ଧ ଏକ କାଳ୍ପନିକ କାହାଣୀ ନୁହେଁ ।
କାର୍‌ଗିଲ୍‌ ଲଢେ ମୁଇଙ୍ଗ ମନ୍‌ଭରମ୍‌ କଥ୍‌ନୀ ଆଣିଗ୍‌ ଡଃ ।

କାରିଗର
ବଢ଼େଇ/ସୁନାରୀ
କାରିଗରମାନେ ସୂକ୍ଷ୍ମ କାରୁକାର୍ଯ୍ୟ କରନ୍ତି ।
ବଢ଼େଇ/ସୁନାରୀକି ମଟ୍‌ଆଃ ଉଲିଗୁଡ୍‌ କାମୁତେ ବାଏତେକି ।

କାଙ୍କଡ଼
କୋକୋର୍‌ଲୋ
ମାଙ୍କଡ଼ କାଙ୍କଡ଼ ଖାଏ ।
ବାନ୍ଦରା କୋକୋର୍‌ଲୋ ନ‌ଅତେ ।

କାଠଗୋଲି
ଦାରୁଗୁଲି
କାଠଗୋଲି ହାଲୁକା ଲାଗେ ।
ଦାରୁଗୁଲି ହାଲ୍‌କା/ଉସାସ୍‌ ଲାଃ ତା ।

କାକୁଡ଼ି
କାଁକେର୍‌
ଖରାଦିନେ କାକୁଡ଼ି ଖାଇବା ଭଲ ।
ଗିଡିଂ ଲେରାଂ କାଁକେର୍‌ ନଃନା ଭଲ୍‌ ।

କାମ
କାମୁ
ରୋଗୀ ସେବା କରିବା ଏକ ମହତ୍ କାମ ।
ରୋଗୀ ସେବା ବାଏନା ମୁଇଙ୍ଗ୍ ମାହାକାମୁ ହାଏ ।

କାଠିକୁଟା
କାଚ୍‌ରାକୁଟା
ବର୍ଷା ଜଳରେ କାଠିକୁଟା ଭାସିଯାଏ ।
ବର୍ଷା ଡାଃତେ କାଚ୍‌ରାକୁଟା ଭାସେ ଗଃତା ।

କାତି
ଛୁରୀ/ପନଖୀ
ପରିବା କାଟିବା ପାଇଁ କାତିଟିଏ ଆବଶ୍ୟକ ।
ସବଜି ଡେକ୍‌ନାଃଥମ୍‌ ଛୁରୀ ମୁଇଙ୍ଗ୍ ଦରକାର୍ ।


logo