logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କଳାହାଣ୍ଡିଆ
କଳିଆ ତିରିବ
କଳାହାଣ୍ଡିଆ ମେଘ ଦେଖି ମୟୁର ଖୁସି ହୁଏ ।
କଳିଆ ତିରିବ୍ ଜୟ୍ କଲା ମେଞ୍ଜୁର୍ ଲେରୈଃ ଗଃତା ।

କାଠହଣା
ଫୁକାକନଥେଡ
କାଠହଣା ଚଢେଇ କାଠ ଭିତରେ ପୋକ ଖୋଜି ଖାଏ ।
ଫୁକାକନ୍‌ଥେଡ୍‌ ସଙ୍ଗଲ୍ ଭିତାର୍ ତାଏ ତିଜୋ ଅଃଫେର୍ କରି ନ‌ଅତେ ।

କାମନା
ସୁମ୍‌ରେନା
ମାତାପିତା ପୁତ୍ର କନ୍ୟାମାନଙ୍କ ମଙ୍ଗଳ କାମନା କରନ୍ତି ।
ମାଡମ୍‍ ଆପଡମ୍‌ / ମାଁ ବୁଆ ବେଟାବେଟି କିଆଃ ବାରୁ ସୁମ୍‌ରେତେକି ।

କାର୍ଯ୍ୟ
କାମ୍
କୃଷି କାର୍ଯ୍ୟ କରି ରମା ପରିବାର ଚଳାଏ ।
ଚାଷ / ତାସ୍ କାମ୍ ବାୟ କରି ରମା ଅଃ ଚଲାଏତେ ।

କାନ୍ଧ
ତାରାମ୍
କାଠୁରିଆ କାନ୍ଧରେ କାଠ ବୋହି ନିଏ ।
ଭାରିଆଃ ତାରାମ୍‌ତେ ସଙ୍ଗଲ୍‌ ଗଃ ଡଟ୍‌ତେ ।

କାଠ
ସଙ୍ଗଲ
ଶାଗୁଆନ ଏକ ଶକ୍ତ ଅଥଚ ହାଲୁକା କାଠ ।
ଶାଗୁଆନ ଦାରୁ ମୁଇଙ୍ଗ୍ ଆଁଟ୍‍ ଦାରୁ ଲେକିନ୍ ହାଲ୍‌କା ଯେ ହାଏ ।

କାହିଁକି
ଇନାଃଥମ୍‌
ଭୂମିକମ୍ପ କାହିଁକି ହୁଏ ତାର କାରଣ ଦର୍ଶାଅ ?
ଧରତୀ ଇନାଃଥମ୍‌ଡଲେତା ଉକ୍‌ଡାଃ କାରନ୍‌ ଇ ହାଏ ?

କାମୁଡ଼ିବା
ଖେଡ୍‌ନା
କୁକୁର କାମୁଡ଼ିବା ବିପଦ ପୂର୍ଣ୍ଣ ଅଟେ ।
ସଲଃ ଖେଡ୍‌ନା ବହୁତ ବିପଦ ହାଏ ।

କାଣ୍ଡ
ଗଁଏଠ୍
ଗଛର କାଣ୍ଡରୁ ଶାଖା ବାହାରେ ।
ଦାରୁଆଃ ଗଏଁଠ୍ ତାଏ ଡାଲ ମୁଃତା ।

କାଇଁଚ
ଗୁଇଞ୍ଜ୍
କାଇଁଚ ମାଳି ଭାରି ସୁନ୍ଦର ଦିଶେ ।
ଗୁଇଞ୍ଜ୍ ମାଲି ବଢ଼ିଆ ସୁନ୍ଦର ଜୟତା ।


logo