logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କପୋତି
କାପୁ
କପୋତି ଚିତ୍ର ବିଚିତ୍ର ଅଣ୍ଡା ଦିଏ ।
କାପୁ ଚୁରେ/କନତେଡ୍‌ ରକମ୍‍ ରକମ୍‍ ଆଃ ଆଣା ତେର୍‌ତେ ।

କପୋତ
ପେରୁଆଁ
କପୋତ ଶାନ୍ତିର ପ୍ରତୀକ ଅଟେ ।
ପେରୁଆଁ କନ୍‌ତେଡ୍‌ ଶାନ୍ତି ଆଃ ଚିହ୍ନା ଆଏ ।

କମ୍ପନ
ସଦମ୍‌ନା/କଁପେନା
ଘଂଟାକୁ ଆଘାତ କଲେ କମ୍ପନ ସୃଷ୍ଟି ହୁଏ ।
ଘଂଟାତେ ଗିଲଃଲାଃ ଶଦମ୍‍ ମୁଃତା ।

କମ୍‍
ଇଚିଃ
କମ୍‍ ବୃଷ୍ଟିପାତରେ ଭଲ ଫସଲ ହୁଏ ନାହିଁ ।
ଇଚିଃ ଡାଃ ତେ ବନେ ଫଏସଲ ଉମ୍‌ ହଏତା ।

କମ୍ବଳ
କମଲ୍‍
କମ୍ବଳ ଘୋଡ଼ାଇ ହେଲେ ଶୀତରୁ ରକ୍ଷା ମିଳେ ।
କମଲ୍‍ ଆଙ୍କୁଅଃଲାଃ ରାଙ୍ଗାତାୟ ବାଂଚେନା ହଏତା ।

କଣ୍ଢେଇ
ପୁତ୍‌ଲି
ପ୍ଲାଷ୍ଟିକ୍‍ କଣ୍ଢେଇ ଭଙ୍ଗୁର ନୁହେଁ ।
ପ୍ଲାଷ୍ଟିକ୍‍ ପୁତ୍‌ଲି ଉମ୍‌ ପିଗ୍‌ତା ।

କର
ବାଏନା
ଛୋଟ ବେଳୁ ଚରିତ୍ର ଗଠନ କର ।
କୁଣୁଃତାୟ୍‌ ନିଜର୍‌ ଚରିତ୍ର ବାୟେପେ ।

କଢ଼
କୋଢ଼ୋ
କଢ଼ ଫୁଟି ଫୁଲ ହୁଏ ।
କୋଢ଼ୋ ଫୁଃଉଟେ କିଲାଃ ଫୁଲ୍‍ ହଏତା ।

କଟିବା
ଡିଗ୍‌ନା
ବହୁଦିନ ଅନୁପସ୍ଥିତ ରହିଲେ ନାମ କଟିବା ସମ୍ଭାବନା ଥାଏ ।
ଖୋବ୍‌ଦିନ ଉମ୍‌ସାନ୍‌ କିଲାଃ ନାଆ କଟେଗଃନା ବତଙ୍ଗ୍ ଆତା ।

କଳା
କଳିଆ
ଆମର ଗୋଟିଏ କଳାଗାଈ ଅଛି ।
ଏଲାଃ ମୁଇଙ୍ଗ୍ କାଳି / କାଳିଆ ଗାଏ ଆଃଇ ।


logo