logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଓଡ଼ିଶୀ
ଓଡ଼ିଶୀ
ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଆଦର ପାଇଛି ।
ଓଡ଼ିଶୀ ନାଚ୍‌ ଦୁନିଆତେ ଆଦର୍‍ କୁଇସିଗ୍‌ ।

ଓହଳି
ଟାଙ୍ଗାୟ
ଯାନବାହନରେ ଓହଳି ଯାତ୍ରାକରିବା ବିପଦପୂର୍ଣ୍ଣ ଅଟେ ।
ଗାଡିମଟର୍‌ତେ ଟାଙ୍ଗାୟ୍‍ କଲା ସାନ୍‌ନା ଡେଲ୍‌ନା ବିପଦ୍‌ ଆଏ/ହାଏ ।

ଔଷଧ
କାନ୍‌ଲା
ଡ଼ାକ୍ତରଙ୍କ ପରାମର୍ଶରେ ଔଷଧ ସେବନ ନିରାପଦ ଅଟେ ।
ଦାଗ୍‌ଦାର ଆ ଗାମନା ହିସାବତେ କାନ୍‌ଲା ନଃଖଲାଃ ଠିକ୍‍ ହାଏ ।

ଔଷଧ
କାନ୍‌ଲା
ଔଷଧ କିଣିବା ପାଇଁ ଗରୀବ ଲୋକଙ୍କପାଖରେ ପ‌ଇସା ନଥାଏ ।
କାନ୍‌ଲା ସଙ୍ଗନାଃଥମ୍‌ ଗରୀବ ଲେବୁ କିଆଃତେ ପଏସା ଉମ୍‌ ଆତା ।

କଜିଆ
ଗୁଲମାଲ
ଶ୍ରେଣୀରେ କଜିଆ କର ନାହିଁ ।
ପାଟ୍‌ପଢା ଅଃତେ/କିଲାସ୍‌ତେ ଗୁଲ୍‌ମାଲ୍‌ ଆବୁ ବାୟେପେ ।

କଳି
ଝାମ୍‌ଲା/କଲେଗ୍‌ କେନ୍ଦାଡ୍‌
କଳିରୁ ଶାନ୍ତି ହଜିଯାଏ ।
କଲେଗ୍‌ କେନ୍ଦାଡ୍‍ ହଏକିଲାଃ ଶାନ୍ତି ସିଡ୍‌ଗଃତା ।

କଥାଭାଷା
କାୟମକାଥା
ଆମ କଥା ଭଷା ସ୍ୱାଦ ଯୁକ୍ତ ହେବା ଉଚିତ ।
ଆନିଆଃ କାୟମ୍‌ କାଥା ଜଙ୍ଗେମ୍‌ ହଏନାଃ କାୟମ୍‌ ।

କରୁଣ
ଗଡଗଡା
ଦୁଃଖୀ ଲୋକର କରୁଣ କ୍ରନ୍ଦନ ଇଶ୍ୱର ଶୁଣନ୍ତି ।
ଦୁଃଖାଲି ଲେବୁଆଃ ଗଡ୍‌ଗଡା, ଲିବ୍‌ଲିବ୍‌ ଭଗମାନ୍‍ ଅନ୍‌ଡର ତେ ।

କମ୍ପାଉଣ୍ଡର
କୁମ୍ପାଣ୍ଡର
ଡ଼ାକ୍ତରଖାନାରେ କମ୍ପାଉଣ୍ଡର ଔଷଧ ଦିଅନ୍ତି ।
ଦାଗ୍‌ଦାର୍‌ ଖାନାତେ କୁମ୍ପାନ୍‌ଡର କାନ୍‌ଲା ତେର୍‌ତେ / ତେର୍‌ତେକି ।

କର୍ମଚାରୀ
ଚାକିରିଆ
କର୍ମଚାରୀ ନିଜ କର୍ତ୍ତବ୍ୟରେ ବିଶ୍ୱସ୍ତ ହେବା ଉଚିତ ।
ଚାକ୍‌ରିଆ ଆଡିଆଃ ନିଜର୍‍ କାମୁତେ ବିଶ୍ଵାସୀ ହଏନାଃ କାୟମ୍‍ ।


logo