logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ହାରିବା
ହାରେନା
ହାରିବା ଦ୍ୱାରା ଜିତିବାର ଇଚ୍ଛା ଜାତ ହୁଏ ।
ହାରେ କିଲାଃ ଜିତେନାଃଥମ୍‌ ମନ୍‌ ହଏତା/ଇଚାବ୍‌ଡମ୍‌ତା ।

ହାରିବା
ହାରାୟନା
ୱାଲଡ୍‌ କପରେ ଅଷ୍ଟ୍ରେଲିଆ ଭାରତକୁ ହରାଇଲା ।
ୱାଲକପ୍‌ତେ ଅଷ୍ଟ୍ରେଲିଆ ଭାରତ୍‌ତେ ହାରାଏ ଗଥଃ ।

ହାରିବା
ହାରେନା
ଗତ କାଲି ତା.୨୬.୦୩.୨୦୧୫ ଭାରତ ୱାଲଡକପରେ ହାରିଗଲା ।
ଇଡାଃ ତା.୨୬.୦୩.୨୦୧୫ ଭାରତ୍‌ ୱାଲକପ୍‌ତେ ହାରେଗଃକି ।

ହାହାକାର
ଇୟାମ୍‌ନା
ବାପାଙ୍କ ମୃତ୍ୟୁରେ ଆମେ ହାହାକାର ହେଇଗଲୁ ।
ବୁଆଃ ନାସେନାତେ ଏଲେ ଇୟାମ୍‌ ଇୟାମ୍‌ ବେସୋର ହଏ ଗଃକିଲେ ।

ହାଇକୋର୍ଟ
ହାଏକୋଟ
ହାଇକୋର୍ଟ ରାଜ୍ୟର ସର୍ବୋଚ୍ଚ ବିଚାରାଳୟ ଅଟେ ।
ହାଏକୋଟ ରାଏଜ୍‌ଆଃ ଝାକିଆଃତାୟ ମାହାଁ ବିଚାରବାଏନା ଠାଣ ହାଏ ।

ହିମ
କାଁକର/ଆଡେଲ
ଶୀତଦିନେ କାଶ୍ମୀରରେ ହିମପାତ ହୁଏ ।
ରାଙ୍ଗା ଦିନ କାଶ୍ମୀରତେ କାଁକର/ଆଡେଲ ଗୁର୍‌ତା ।

ହିସାବ
ହିସାବ୍‌
ସାହୁକାରମାନେ କିଣାବିକାର ହିସାବ ରଖନ୍ତି ।
ସାହାକାର୍‌ କି ସଙ୍ଗନା ଅବ୍‌ସଙ୍ଗନାଃ ହିସାବ୍‌ ଉନ୍‌ତେକି ।

ହିଂସ୍ରଜନ୍ତୁ
ଖେଡ୍‌ଖେଡ୍‌ ଜଁତୁ
ଜଙ୍ଗଲରେ ଅନେକ ହିଂସ୍ରଜନ୍ତୁ ଥାଆନ୍ତି ।
ଆଡାୟ୍‌ତେ ଖେଡ୍‌ଖେଡ୍‌ ଜଁତୁ ଆତାକି ।

ହେଜ
ସୁର୍‌ତାନା
ତୁମେ ବଡ଼ ହେଲେ ପିତା ମାତାଙ୍କର ସ୍ନେହ ହେଜ କର ।
ଆମ୍‌ପେ ମାହାଁ କିପେଲାଃ ବୁଆ ମାଁ ଲେମ୍‌ଲେମା ସୁର୍‌ତାତେପେ ।

ହେବ
ହଏନା
ଏ ବର୍ଷ ଭଲ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି ।
ଉ ବରଷ୍‌ ବନେ ବର୍‌ଷା ହଏନା ଗାମ୍‌ କରି ଖଭେର୍‌ ତେର୍‌ସିଗ୍‌ କି ।


logo