logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ହାତ
ତିଃ
ହାତରେ ଆମେ ଅନେକ କାର୍ଯ୍ୟ କରୁଁ ।
ତିଃତେ ଆନିଙ୍ଗ୍ ଖୋବ୍‌ କାମୁ କାମୁତାନିଙ୍ଗ୍ ।

ହାଟ
ହାଟ୍‌
ଆମ ଗାଁରେ ଶନିବାର ଦିନ ହାଟ ବସେ ।
ଏଲାଃ କେଲ୍‌କେତେ ଶନିବାର ଦିନ୍‌ ହାଃଟ ଡକତା ।

ହାଣ୍ଡି
କୁୟୁ
ଆଜିକାଲି ମାଟି ହାଣ୍ଡି ଆଉ ଚାଲୁ ନାହିଁ ।
ଉପାଡି ଲଃଖାଃ କୁୟୁ ଅଡଃ ମଃ ଚଲେନା ।

ହାର
ମାଲି
ମୋତି ହାର ଦେହକୁ ସୁନ୍ଦର ଦିଶେ ।
ମୁତିଆଃ ମାଲି ସୁଇନାଃଥମ୍‌ ସୁନ୍ଦର ଜଏତା / ନିରିତେ ଭଲ ଜଏତା ।

ହାରମୋନିୟମ
ହାର୍‌ମନୀ
ମୁଁ ହାରମୋନିୟମ ବଜାଇ ଶିଖୁଛି ।
ଇଙ୍ଗ୍ ହାର୍‌ମନୀ ବାଜାଏନା ଶିଖେ ତାଏଗ୍‌ଜିଙ୍ଗ୍ ।

ହାତୀ
ହାଁଥୀ
ଆଜିକାଲି ହାତୀମାନେ ଗାଁ ଗଣ୍ଡାକୁ ପଶି ଆସୁଛନ୍ତି ।
ଉପାଡି ହାଁଥୀ କି ପାଡା ପାଡା ଡିଆର୍‌ ଗଃତାଏଗ୍‌କି ।

ହାୱା
କୟ
ଖରାଦିନର ଗରମ ହାୱା ସମ୍ଭାଳି ହୁଏ ନାହିଁ ।
ଗିଡିଂ ଦିନଆଃ ଲବ୍‌ଲବ୍‌ କୟ ସହେନା ଉମ୍‌ ହଏତା ।

ହାଲିଆ
ଥାକେ
ପାହାଡ଼ ଚଢ଼ିଲେ ଖୁବ୍‍ ହାଲିଆ ଲାଗେ ।
ବିରୁ ଡେବ୍‌କିଲାଃ ଖୋବ୍‌ ଥାକେ ଲାଃତା ।

ହାଲୁକା
ଉଲାସ୍‌/ଉସାସ୍‌
ଶିମିଳି ତୂଳା ଖୁବ୍‍ ହାଲୁକା ଲାଗେ ।
ସେମ୍‌ଡି ରୁଆ ଖୋବ୍‌ ଉସାସ୍‌ ଲାଃତା ।

ହାଜର
ଡାମନା
ବାପା ଡ଼ାକିଲେ ମୁଁ ତୁରନ୍ତ ହାଜର ହୁଏଁ ।
ବୁଆଗିଙ୍ଗ୍ ରେମାଖଃଲାଃ ଇଙ୍ଗ୍ ସାଙ୍ଗେସାଙ୍ଗ୍ ଡାମ୍‌ତାଏଙ୍ଗ୍ ।


logo