logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ହଳଦୀ
ସାଙ୍ଗ୍ ସାଙ୍ଗ୍
କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ ।
କନ୍ଧମାଳ ଆଃ ସାଙ୍ଗ୍ ସାଙ୍ଗ୍ ସାରା ଦୁନିଆଁ ନାଁ ବାଏସିଗ୍‌ ।

ହରିଣ
ହରିନ୍‌
ଆମ ଜଙ୍ଗଲରୁ ହରିଣ ବଂଶ ଲୋପ ପାଇ ଗଲାଣି ।
ଆନିଆଁ ଆଡାଏତାୟ ହରିନ୍‌ ଆଃ ବ‌ଅଁଶ ବଡିବ୍‌ ଗଃକିଡିଗ୍‌ ।

ହଲାଇ
ହିଲାଏ
ପ୍ରଶାନ୍ତଡାଳ ହଲାଇ ଆମ୍ବ ଝଡ଼ାଇଲା ।
ପ୍ରଶାନ୍ତ ଡାଲ ହିଲାଏ କରି କାୟାର୍‌ ଅବ୍‌ଗୁରଃ ।

ହଜମ
ପଚେନା
ବୃଦ୍ଧ ହେଲେ ହଜମ ଶକ୍ତି କମିଯାଏ ।
ବୁଢା ହଏକିଲାଃ ପଚେନା ଶକ୍‌ତି କମେଗଃତା ।

ହରଣ
ହରନ୍‌
କ୍ରମିକ ବିୟୋଗକୁ ହରଣ କୁହାଯାଏ ।
ତୁତାଃତୁତା ବିଯୋଗ ବାୟ୍‌ନାତେ ହରନ୍‌ ଗାମ୍‌ତେକି ।

ହଳଦିଆ
ହଳଦିଆ
ଜହ୍ନି ଫୁଲର ରଙ୍ଗ ହଳଦିଆ ।
ଜହ୍ନି ଫୁଲଆଃ ରଙ୍ଗ ହଲଦିଆ ।

ହସି ଖେଳି
ଲାଡାଃ ଏବଃ
ଆମ ପିଲାଦିନ ହସି ଖେଳି ଚାଲିଗଲା ।
ଆନିଆଃ କୁଣୁଃଦିନଆଃ ଦିନ ଲାଡାଃଏବଃ କରି ଯାରଃ ।

ହସି ହସି
ଲାଡାଃ ଲାଡାଃ
ଦେଶ ପାଇଁ ଆମେ ହସି ହସି ଜୀବନ ଦେବା ।
ଦେଶ୍‌ ଆଃଥମ‌ ଆନିଙ୍ଗ୍ ଲାଡାଃ ଲାଡାଃ ଜୀବନ ତେରେନିଙ୍ଗ୍ ।

ହତ୍ୟା କରିବା
ତାରଗଃନା
ନରହତ୍ୟା କରିବା ମହାପାପ ଅଟେ ।
ଲେବୁ ତାରନା ମହାପାପ୍‌ ହାଏ ।

ହଳଦୀ ବସନ୍ତ
ହଳଦୀ ବସନ୍ତ
ହଳଦୀ ବସନ୍ତ ଏକ ସୁନ୍ଦର ପକ୍ଷୀ ଅଟେ ।
ହଳଦୀ ବସନ୍ତ ମୁଇଙ୍ଗ୍ ସୁନ୍ଦର କନ୍ଥେଡ୍‌ ହାଏ ।


logo