logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶ୍ୱାସ
ସାହାଁସ୍‌
ଜୀବମାନେ ଶ୍ୱାସକ୍ରିୟା କରନ୍ତି ।
ଜୀବନ୍‌ ଆନା ଜଁତୁକି ସାହାଁସ୍‌ ଅଲ୍‌ନା ଡଡ୍‌ନା ବାଏତେକି ।

ହୁଁ
ହୁଁକାର୍‌
ଆଇ ଗପ କହିବା ବେଳେ ମୁଁ ହୁଁ ମାରେ ।
ଆଈ କଥ୍‌ନୀ ଗାମ୍‌ନାଭେରେ ଇଙ୍ଗ୍ ହୁଁକାର୍‌ ତେର୍‌ତିଙ୍ଗ୍ ।

ହଳ
ତନଙ୍ଗ୍
କୃଷକର ହଳ ହିଁ ବଳ ଅଟେ ।
ତାସୀଆଃ ତନଙ୍ଗଯେଃ ବଡ ହାଏ ।

ହନୁ
ହନୁ
କୁକୁରକୁ ଦେଖି ହନୁ ଦୌଡ଼ିଗଲା ।
ସଲଃତେ ଜୟକରି ହନୁ ବାନ୍ଦରା ବତକେ ଗଃକି ।

ହତା
ଭିଃତାର୍‌
ବିଦ୍ୟାଳୟର ହତା ପରିଷ୍କାର ରଖ ।
ଇସ୍‌କୁଲ ଭିତାର୍‍ ସଫାସୁଥର୍‌ ଉନେପେ ।

ହସି
ଲାଡାଃ
ତା କଥା ଶୁଣି ରିମି ହସିଦେଲା ।
ଆଡିଆଃ କାୟମ୍‌ ଆଣ୍ଡରକରି ରିମି ଲାଡାଃ ଗଥଃ ।

ହଣ୍ଡା
ହାଣ୍‌ଲା
ପିତଳ ହଣ୍ଡାରେ ମାଂସ ଭଲ ସିଝେ ।
ପିତ୍ତଲ ହାଣ୍‌ଲାତେ କୁମାଙ୍ଗ୍ ବନେ ଇସିନ୍‌ତା ।

ହସ୍ତି
ହାଁଥୀ
ହସ୍ତି ଦାନ୍ତରେ ସୁନ୍ଦର କାରୁକାର୍ଯ୍ୟ ହୁଏ ।
ହାଁଥୀ ଗନେତେ ସୁନ୍ଦର୍‍ ସୁନ୍ଦର୍‌ ଜିନିଷ୍‌ ତିଆର୍‌ ହଏତା ।

ହଂସ
ଗେଡେ
ହଂସ ଉଭୟଚର ପକ୍ଷୀ ଅଟେ ।
ଗେଡେ ଦୁହି ଜାଗାତେ ରହେନା କନ୍‌ଥେଡ୍‌ ହାଏ ।

ହଟାଇ
ହାଟାଏ
ରବି ଲୋକଙ୍କୁ ହଟାଇ ଆଗକୁ ଦ‌ଉଡ଼ି ଗଲା ।
ରବି ଲେବୁକିତେ ହାଟାଏ କରି ଆଘ୍‌ଲିତିଗ୍‌ ବତ୍‌କେକି/ବତ୍‌କେ ଗଃକି


logo