logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶେଷ
ବଙ୍କିଲାଃ
ପରୀକ୍ଷା ଶେଷ ହେଲେ ମୁଁ ମାମୁଁ ଘର ଯିବି ।
ପର୍‌ଖିଆ ବଙ୍କିଲାଃ ଇଙ୍ଗ୍ ମାମୁ ଅଃ ସାନାଏଙ୍ଗ୍ ।

ଶେଉଳ
ଶେହୁଲ୍‌
ଶେଉଳ ମାଛ ଭାରି ସୁଆଦିଆ ।
ଶେହୁଲ୍‌ କାଡଙ୍ଗ୍ ମୁରୁକ୍‌ ସେବୁଲ୍‌ ।

ଶ୍ରେଣୀ
କିଲାସ୍‌
ମୁଁ ତୃତୀୟ ଶ୍ରେଣୀରେ ପଢ଼େ ।
ଇଙ୍ଗ୍ ତିନ୍‌ କିଲାସ୍‌ ତେ ପଢେତାଏଙ୍ଗ୍ ।

ଶୋ‌ଇବା
ଗିତାଃନା
ବେଶୀ ଶୋ‌ଇବା ଦେହ ପାଇଁ କ୍ଷତିକାରକ ।
ବେଶୀ ଗିତାଃକିଲାଃ ନିରୀଆଃଥମ୍‌ ଖାରାପ୍‌ ହାଏ ।

ଶୋ‌ଇବା ଘର
ଗିତାଃନା ଅଃ
ଆମର ଶୋ‌ଇବା ଘର ନାହିଁ ।
ଏଲାଃ ଗିତାଃନା ଅଃ ମଃଡେଗ୍‌ ।

ଶୋଷ
ବେତୁଡ୍‌ ଡାଃ
ଖରାଦିନେ ବାରମ୍ବାର ଶୋଷ ଲାଗେ ।
ଗିଡିଙ୍ଗ୍ ଦିନ ଶେଷେଥର୍‌ ବେତୁଡ୍‌ ଡାଃ ଲାଃତା ।

ଶୋରିଷ
କାତର୍‌
ଶୋରିଷରୁ ତେଲ ବାହାର କରାଯାଏ ।
କାତର୍‌ ତାଏ ଜୋଲ୍‌ ଅଃମୁଃତେକି ।

ଶୋଭା
ସୁନ୍ଦର
କାଶ୍ମୀରର ଶୋଭାରେ ସମସ୍ତେ ମୋହିତ ହୁଅନ୍ତି ।
କାଶ୍ମୀର ଆଃ ସୁନ୍ଦର୍‌ତେ ଝାକିତେ ମୁହାଁଏତେ ।

ଶୌଚ
ଉଆଃନା
ରମା ଶୌଚ ପାଇଁ ପାଇଖାନାକୁ ଗଲା ।
ରମା ଇଗନାଃଥମ୍‌ ପାଏଖାନା ବୁଙ୍ଗ୍ ସାନ୍‌କି ।

ଶ୍ୟାମଳ
ଶାଗୁଆ
ବର୍ଷା ଋତୁରେ ପରିବେଶ ଶ୍ୟାମଳ ଦିଶେ ।
ବର୍ଷା ଲେରାଙ୍ଗ୍ ଚାର୍‌ହି ଦିଗ୍‌ ସାଗୁଆ ଜୟତା ।


logo