logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶୁଷ୍କ
ରାଗାଏ
ଶୁଷ୍କ ଭୂମିରେ ଗଜା ଉଠିବା କଷ୍ଟ ।
ରାଗାଏ ଜମିନ୍‌ତେ ଗାଜା ହଏନା ମସ୍‌କୁଲ୍‌ ହାଏ ।

ଶୁଖିବା
ରାଗାଏନା
ପ୍ରଚଣ୍ଡ ଖରାରେ ପୋଖରୀ ଗୁଡିକ ଶୁଖିଯାଏ ।
ରାଅ ରାଅ ଗିଡିଙ୍ଗ୍ ତେ ବନ୍ଧ ମୁଡା କି ରାଗାଏ ଗଃତା ।

ଶୁଭ
ଭଲ୍‌
ଶୁଭ ଖବରଟିଏ ଶୁଣି ମୁଁ ଖୁସିହେଲି ।
ଭଲ୍‌ ଖଭେର୍‌ ମୁଇଙ୍ଗ୍ ଅଣ୍ଡରକରି ଇଙ୍ଗ୍ ଲେରୈଃ ଗଃକିଙ୍ଗ୍ ।

ଶୁଖିଲା
ରାଗାଏ
ଲୋକେ ଶୁଖିଲା କାଠ ଜଙ୍ଗଲରୁ ସଂଗ୍ରହ କରନ୍ତି ।
ଲେବୁକି ରାଗାଏ ସଂଗ୍‌ଲ ଆଡାୟତାୟ ସଁଖ୍‌ଲାଏ ତେକି ।

ଶୁଣିବା
ଅଣ୍ଡର୍‌ନା
ଗୁରୁଜନଙ୍କ କଥା ଶୁଣିବା ଉତ୍ତମ ଅଟେ ।
ମାହାଲେବୁ କିଆ କାୟମ୍‌ ମାନେନା ଭଲ୍‌ ଗୁନ୍‌ ହାଏ ।

ଶୁଙ୍ଘିବା
ଜୁଇଁନା
ଫୁଲକୁ ପାଖରୁ ଶୁଙ୍ଘିବା ଅନୁଚିତ ।
ଫୁଲତେ ଏକର୍‌ତାୟ ଉମ୍‌ ଜୁଇଁତେ କି ।

ଶୂନ
ଶୂନ୍‌
ଶୂନର ମୂଲ୍ୟ ନାହିଁ ।
ଶୂନ୍‌ ଆଃ ମୂଲ ମଃଡେଗ୍‌ ।

ଶ୍ରୁତଲିଖନ
ଅଣ୍ଡରକରି ଲେଖାନା
ପ୍ରତିଦିନ ଶ୍ରୁତଲିଖନ ଅଭ୍ୟାସ କର ।
ଝାକି ଦିନ ଅଣ୍ଡର୍‌କରି ଲେଖାନା ଅଭ୍ୟାସ୍‌ ବାଏପେ ।

ଶୃଙ୍ଖଳା
ସୁରୁଖୁରୁ
ପ୍ରତି କାର୍ଯ୍ୟରେ ଶୃଙ୍ଖଳା ରହିବା ଆବଶ୍ୟକ ।
ଝାକି କାମୁ ସୁରୁଖୁରୁତେ ହଏନାଃ କାୟମ୍‌ ।

ଶୃଗାଳ
କୁଲିହା
ଶୃଗାଳ ବଡ଼ ଚତୁର ଅଟେ ।
କୁଲିହା ବଡା ଚତୁର୍‌ ହାଏ ।


logo