logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶିମ୍ବଲଟା
ଅର୍‌ସିଙ୍ଗଜୁଡୁ
ଶିମ୍ବଲଟା ରଞ୍ଜାରେ ମାଡ଼ି ଯାଇଛି ।
ଅର୍‌ସିଙ୍ଗଜୁଡୁ ରାଏଁଞ୍ଜତେ ମାଡେ ଡକ୍‌ସିଗ୍‌ ।

ଶିଆଳି
ଲାଡାମ୍‌ ଉଲାଃ
ଶିଆଳି ପତ୍ରରେ ଖଲି ତିଆରି ହୁଏ ।
ଲାଡାମ୍‌ ଉଲାଃତାଏ ଖଲ୍‌ଡାଃ ତିଆର୍‌ ହଏତା ।

ଶୀତ
ରାଙ୍ଗା
ପ୍ରବଳ ଶୀତରେ କିଛି ଲୋକ ମରିଯାଆନ୍ତି ।
ଖଣ୍‌ ଖଣ୍‌ ରାଙ୍ଗାତେ କିଃତେ ଲେବୁ ଗୋ‌ଇଗ୍‌ଗଃତାକି ।

ଶୀକାରୀ
ଧୁନ୍‌କିଆ
ଶୀକାରୀ ଫାଶ ବସାଇ ପକ୍ଷୀ ଧରେ ।
ଧୁନ୍‌କନିଆ ଫାନ୍ଦ୍ ଅଃଢେକଲା କନ୍‌ଥେଡ୍‌ ଧଃତେତେ ।

ଶୀଘ୍ର
ଝଟ୍‌
ଆଜି ମୁଁ ଶୀଘ୍ର ଘରକୁ ଫେରିଲି ।
ମୁସା ଇଙ୍ଗ୍ ଝଟ୍‌ ଅଃବୁଙ୍ଗ୍ ଏଙ୍ଗକିଙ୍ଗ୍ ।

ଶୀତ ଋତୁ
ରାଙ୍ଗାଲେରାଙ୍ଗ୍
ଶୀତ ଋତୁ ପରିବା ଚାଷ ପାଇଁ ଅନୁକୂଳ ଅଟେ ।
ରାଙ୍ଗାଲେରାଙ୍ଗ୍ ଶାଃ ସବ୍‌ଜି ତାସ୍‌ ଆଃଥମ୍‌ ବଁଢିଆ ହାଏ ।

ଶୀର୍ଷ
ତଭ୍‌ଲୁଙ୍ଗ୍
ପର୍ବତ ଶୀର୍ଷଭାଗ ସମତଳ ଥାଏ ।
ବିରୁଆଃ ତଭ୍‌ଲୁଙ୍ଗ୍ ତେ ସାମାନ୍‌ ଆତା ।

ଶୁଆ
ରୁପ/ମିଟୁ
ଶୁଆର ଥଣ୍ଟ ନାଲି ଅଟେ ।
ରୁପ/ମିଟୁଆଃ ତମଡ୍‌ ଲାଲ୍‌ ହାଏ ।

ଶୁଭ୍ର
ପଣ୍ଡରା
ଖରାଦିନେ ଶୁଭ୍ର ପୋଷାକ ଆରାମ ଦାୟକ ଅଟେ ।
ଗିଡିଙ୍ଗ୍ ଦିନ ପଣ୍ଡରା କୁର୍‌ତା ଆରାମ୍‌ ଲାଃତା ।

ଶୁଣ୍ଢ
ଶୁଣ୍‌/ଛୁର୍‌
ହାତୀ ଶୁଣ୍ଢରେ ଡ଼ାଳ ଭାଙ୍ଗେ ।
ହାତୀ ଶୁଣ୍‌/ଛୁର୍‌ ବୁଙ୍ଗ୍ ଡାଲ ପିଗ୍‌ତେ ।


logo