logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶାଳ
ସାର୍‌ଗିଆ
ଆମ ଗାଁ ପାହାଡ଼ରେ ବଡ଼ ବଡ଼ ଶାଳ ଗଛ ଅଛି ।
ଏଲାଃ କେଲ୍‌କେଆଃ ଆଡାଏତେ ବଡେ ବଡେ ସାର୍‌ଗିଆ ଦାରୁ ଆଃଇ ।

ଶାସ୍ତି
ଡଣ୍‌
ପିଲାମାନଙ୍କୁ ଶାସ୍ତି ଦେବା ଅନୁଚିତ ।
କୁଣୁଃ କିତେ ଡଣ୍‌ ତେର୍‌ନା ଠିକ୍‌ ଆଣିଗ୍‌ ।

ଶାସନ
ଶାସନ୍‌
ନିର୍ବାଚିତ ସରକାର ଦେଶ ଶାସନ କରନ୍ତି ।
ନିର୍ବାଚିତ୍‌ ସାରକାର୍‌ ଦେଶ୍‌ ଶାସନ୍‌ ବାୟତେକି ।

ଶାସକ
ନେତା
ଆମ ଦେଶରେ ଅନେକ ଉତ୍ତମ ଶାସକ ଅଛନ୍ତି ।
ଆନିଆଁ ଦେଶ୍‌ତେ ଖୋବ୍‌ ଭଲ୍‌ ନେତା ଆଇଗ୍‌ କି ।

ଶାଗୁଆ
ଶାଗୁଆ
ଶୁଆ ଦେହର ରଙ୍ଗ ଶାଗୁଆ ଅଟେ ।
ମିଟୁଆଃ ନିରୀଆଃ ରଙ୍ଗ୍ ଶାଗୁଆ ହାଏ ।

ଶାଗୁଣା
ରାବନ୍‌
ଆଜିକାଲି ଶାଗୁଣାମାନେ ଲୋପ ପାଇଗଲେ ।
ଉପାଡି ରାବନ୍‌ କି ବଙ୍ଗ୍ ଗଃକିମେନ୍‌/ରାବନ୍‌ ଅଡଃ ମଃଡେଗ୍‌ ।

ଶିଖିଲେ
ଶିଖେକିମେନ୍‌
ଆମ ସ୍କୁଲର ଝିଅମାନେ ଓଡ଼ିଶୀ ନୃତ୍ୟ ଶିଖିଲେ ।
ଏଲାଃ ଇସ୍‌କୁଲଃଆଃ ବେଟୀକି ଉଡିଶୀ ନାଚ୍‌ ଶିଖେ କିମେନ୍‌ ।

ଶିଶିର
ଆଲାମ୍‌ଡାଃ
ଶୀତ ଋତୁରେ ଶିଶିର ପଡ଼େ ।
ରାଙ୍ଗା ଲେରାଙ୍ଗ୍ ଆଲାମଡାଃ ଗୁର୍‌ତା ।

ଶିଶୁ
କୁଣୁଃ
ଶିଶୁ ଅଧିକ ଯତ୍ନ ଆବଶ୍ୟକ କରେ ।
କୁଣୁଃତେ ଅଏତ୍‌କା ଯତନ୍‌ ଡଡ୍‌ନା ଲାଃତା ।

ଶିଳ
ପାଃଟଶର୍‌
ଶିଳରେ ବେସର ବଟାଯାଏ ।
ପାଃଟଶର୍‌ ବୁଙ୍ଗ୍ ମାସ୍‌ଲା ରିଡ୍‌ତେକି ।


logo