logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଶଶୀ
ଲେରାଙ୍ଗ୍
ଶରତ ଶଶୀ ନିର୍ମଳ ଦେଖାଯାଏ ।
ଦାଶ୍‌ରା ଲେରାଙ୍ଗ୍ ଲେରାଙ୍ଗ୍ ଯେଃ ସାଫା ଜୟତା ।

ଶଙ୍ଖା
ଚୁଡି
ଶଙ୍ଖାରୀ ଶଙ୍ଖା ସଜାଇ ରଖିଛି ।
ଚୁଡିବାଲା ଚୁଡି ସାଜାଏକରି ଉନସିଗ୍‌ ।

ଶରୀର
ନୀରି
ସୁସ୍ଥ ଶରୀର ସୁସ୍ଥ ମନ ।
ତାଜା ନୀରି ତାଜା ମନ୍‌ ।

ଶରଣ
ଆସ୍‌ରା
ଗରିବ ଲୋକ ଧନୀଠାରେ ଶରଣ ନିଅନ୍ତି ।
ଗରିବ୍‌ ଲେବୁ ଧନୀଆଃ ତେ ଆସ୍‌ରା ଡଡ୍‌ତେ ।

ଶରଧା
ମାଏନ୍‌ ବୁଙ୍ଗ୍
ମହାତ୍ମା ଗାନ୍ଧୀଙ୍କୁ ଆମେ ଶରଧାରେ ବାପୁ ଡାକୁ ।
ମହାତ୍ମା ଗାନ୍ଧୀତେ ଆନିଙ୍ଗ୍ ମାଏନ୍‌ ବୁଙ୍ଗ୍ ବାପୁ ରେମାଃତେନିଙ୍ଗ୍ ।

ଶ୍ରବଣ
ଅଣ୍ଡର୍‌ନା
ଶ୍ରବଣ ଭିନ୍ନକ୍ଷମମାନଙ୍କୁ ଶ୍ରବଣ ଯନ୍ତ୍ର ଦିଆଯାଏ ।
ଭଏଁରା କିତେ ଅଣ୍ଡର୍‌ନା ମେସିନ୍‌ ତେର୍‌ତେକି ।

ଶସ୍ତ୍ର
ହାଁଥ ହଥିଆର୍‌
ଜଣେ ସୈନ୍ୟ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ଥାଏ ।
ମୁଇଙ୍ଗ୍ ସ‌ଇନି ହାଁଥ ହଥିଆର୍‌ ବୁଙ୍ଗ୍ ସଜାଏ ଡମ୍‌ସିଃତା ।

ଶଙ୍ଖି
ଶଙ୍ଖି
ଆମର ଗୋଟିଏ ଶଙ୍ଖି ବିଲେଇ ଅଛି ।
ଏଲାଃ ମୁଇଙ୍ଗ୍ ଶଙ୍ଖି ବିଲେ ଆଃଇ ।

ଶତକ
ଶତକ୍‌
ଶହେରେ ଏକ ଶତକ ସ୍ଥାନରେ ଥାଏ ।
ଶହେଆଃ ମୁଇଙ୍ଗ୍ ତିନ୍‌ ନମର୍‌ ଠାଣ ଆତା ।

ଶାନ୍ତି
ଶାନ୍ତି
ଆଜିକାଲି ସମସ୍ତଙ୍କୁ ଶାନ୍ତି ଆବଶ୍ୟକ ହେଉଛି ।
ଉପାଡି ଝାକିତେ ଶାନ୍ତି ଦର୍‌କାର୍‌ ଗୁର୍‌ତାଏଗ୍‌ ।


logo