logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ତ୍ରୀ ଲୋକ
କନ୍‌ସେଲଡୁଃ
ଜଣେ ସ୍ତ୍ରୀ ଲୋକର ମଜୁରୀ ପୁରୁଷ ସହିତ ସମାନ ।
ମୁଇଙ୍ଗ୍ କନ୍‌ସେଲ୍‌ ଡୁଗାଃ ମଜ୍‌ରୀ ମର୍‌ଦ ସରି ସମାନ୍‌ ।

ସ୍ତମ୍ଭ
ଖୁଣ୍ଟ୍
ପୋଢ଼ ପୂଜା ବେଳେ ସ୍ତମ୍ଭଟିଏ ପୋତା ଯାଏ ।
ପୋଡ ପୂଜାଭେରେ ଖୁଣ୍ଟ୍ ମୁଇଙ୍ଗ୍ ସୁମ୍‌ତେ କି ।

ସ୍ନାନ
ଉଆଃନା
ସକାଳ ସ୍ନାନ ଦେହକୁ ହିତ ।
ମିଆଁତେ ଉଆଃକିଲାଃ ନିରିଆଥମ୍‌ ଭଲ ହାଏ ।

ସ୍କେଲ
ଇସ୍‌କେଲ
ସ୍କେଲ ସାହାଯ୍ୟରେ ଗାର କାଟି ମପାଯାଏ ।
ଇସ୍‌କେଲ୍‌ ବୁଙ୍ଗ୍ ଗାର୍‌ ଡେଗ୍‌କଲା ଏଡ୍‌ତେକି ।

ଷଣ୍ଢ
ଷଣ୍‌
ବଜାରରେ ଷଣ୍ଢଟିଏ ଉତ୍ପାତ କରୁଛି ।
ହାଟ୍‌ତେ ଷଣ୍‌ ଉତ୍ପାତ୍‌ ବାଏତାଏଗ୍‌ ।

ଶବ୍ଦ
ଶବଦ୍‌
ରାତିରେ ଶବ୍ଦ ଅଧିକ ଦୂରକୁ ଯାଇପାରେ ।
ଇଡିବ୍‌ତେ ଶବଦ୍‌ ଅଏତ୍‌କା ସାନ୍‌ନାପାଲ୍‌ତେ ।

ଶସ୍ୟ
ବାଃ କଡେଗ୍‌
ଶସ୍ୟ ଅମଳ ବେଳେ ଗାଁ ମୁଖରିତ ହୋ‌ଇଥାଏ ।
ବାଃ କଡେଗ୍‌ ଅବେନ୍‌ନା ଭେରେ ପାଡାଗଟା ଲେରୈ ବେରୁଡ୍‌ତା ।

ଶର୍ଦ୍ଦି
ମଃଡାଃ
ରମାକୁ ଗତ କାଲିଠାରୁ ଶର୍ଦ୍ଦି ଜ୍ୱର ଧରିଛି ।
ରମାତେ ଇଡାଃତାୟ ମଃଡାଃ କୁଲଡାଃ ଧଃତେସିଗ୍‌ ।

ଶକ୍ତି
ବଡ/ତାକତ୍‌
ଭାତ ରୁଟି ଇତ୍ୟାଦିରୁ ଆମକୁ ଶକ୍ତି ମିଳେ ।
ପେଗ୍‌ ରୁଟି ନାନା ରକମ୍‌ଆଃ ନନଃତାୟ ଆନିଙ୍ଗ୍ ତେ ବଡ/ତାକ୍‌ତ କୁଇତା ।

ଶର
କାଃ କମ୍‌
ଆଗ କାଳରେ ଧନୁଶର ଧରି ଯୁଦ୍ଧ କରୁଥିଲେ ।
ଆଘ୍‌ଲି କାଃ କମ୍‌ ଧଃତେ କରି ଲଢେ ଖାନ୍‌ତା କି ।


logo