logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ଥଳ ଭାଗ
ରାଗାଏ ଠାଣ୍‌ତେ
ଆମେ ସ୍ଥଳ ଭାଗରେ ବାସକରୁଁ ।
ଆନିଙ୍ଗ୍ ରାଗାଏଠାଣ୍‌ତେ ରହେତାନିଙ୍ଗ୍ ।

ସ୍ଥାବର
ଥାବର୍‌
ଆମର ସ୍ଥାବର ସମ୍ପତ୍ତି କିଛି ନାହିଁ ।
ଆନିଆଃ ଥାବ୍‌ର ସମ୍‌ପତି ଇହିଜ ମଃଡେଗ୍‌ ।

ସ୍ପର୍ଶ
ଜିବ୍‌କଲା
ଆଜିକାଲି ସ୍ପର୍ଶ ଦ୍ୱାରା ଚିକିତ୍ସା କରାଯାଉଛି ।
ଉପାଡି ଜିବ୍‌କଲା କସୁମେବ୍‌ଲାଏ ତାଏଗ୍‌କି ।

ସ୍ପୃହା
ଇଛା
ପଦଯାତ୍ରା କରିବାରେ ମୋର ସ୍ପୃହା ନାହିଁ ।
ସାଉଡ୍‌ ସାନ୍‌ନାଆଥମ୍‌ ଇଙ୍ଗାଃ ମୁଟେ ଇଛା ମଃଡେଗ୍‌ ।

ସ୍ପଷ୍ଟ
ପୂରାସାଫା
ବହିର ଛବିଗୁଡ଼ିକ ସ୍ପଷ୍ଟ ଦେଖାଯାଉଛି ।
ବହି ଆଃ ଫଟୁକି ପୂରା ସାଫା ଜଏତାଏଗ୍‌ ।

ସ୍ପର୍ଶକ
ସ୍ପର୍ଶକ
ପ୍ରତି କୋଣର ଏକାଧିକ ସ୍ପର୍ଶକ ଥାଏ ।
ଝାକି କନାଃ ମୁଇଙ୍ଗତାଏ ଅଏତ୍‍କା ସ୍ପର୍ଶକ ଆତା ।

ସ୍ଫୁର୍ତ୍ତି
ଫୁର୍ତ୍ତି
ସକାଳେ ବ୍ୟାୟାମ କଲେ ସ୍ଫୁର୍ତ୍ତି ଲାଗେ ।
ମିଆଃତେ ବିଆମ୍‌ ବାୟଃଲାଃ ଫୁର୍ତ୍ତି ଲାଃତା ।

ସ୍ଫୁଲିଙ୍ଗ
ଜାଡାଙ୍ଗ୍
ପଥରରେ ଲୁହା ବାଜିଲେ ଅଗ୍ନି ସ୍ଫୁଲିଙ୍ଗ ବାହାରେ ।
ସରେଙ୍ଗତେ ଲୁଆଙ୍ଗ୍ ଠଃଖଲା ଜାଡାଙ୍ଗନେ ତିମ୍‌ସମ୍‌ ମୁଃତା ।

ସ୍ଖଳନ
ଧଂସକେନା
ବର୍ଷାଦିନେ ପର୍ବତର ପଥର ସ୍ଖଳନ ହୁଏ ।
ବର୍ଷାଦିନ୍‌ ବିରୁଆଃ ସରେଙ୍ଗ୍ ଧସ୍‌କେତା ।

ସ୍କୁଲ
ଇସ୍‌କୁଲ
ସ୍କୁଲ ଏକ ପବିତ୍ର ସ୍ଥାନ ଅଟେ ।
ଇସ୍‌କୁଲ୍‌ ମୁଇଙ୍ଗ୍ ନିର୍ମଲ୍‌ ଜାଗା ହାଏ ।


logo