logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସ୍ୱାଧୀନ
ସ୍ୱାଧିନ୍‌
ଆମେ ସ୍ୱାଧିନ ଭାବରେ କାର୍ଯ୍ୟ କରିପାରୁଁ ।
ଆନିଙ୍ଗ୍ ସ୍ଵାଧୀନ୍‌ତେ କାମୁନା ପାଲ୍‌ତେନିଙ୍ଗ୍ । / ଆନିଙ୍ଗ୍ ଆନିଆଃ ନିଜର ଅଧିନ୍‌ ତେ କାମୁତାନିଙ୍ଗ୍ ।

ସ୍ୱାସ୍ଥ୍ୟ
ନିରୀ
ଆମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା ।
ଏଲାଃ ଇସ୍‌କୁଲ୍‌ତେ ନିରି ଆଃ ଯାଁଚ ବାୟଃକି ।

ସ୍ୱାସ୍ଥ୍ୟସେବା
ନିରୀ ଆଜତନ୍‌
ସରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଅନ୍ତି ।
ସାର୍‌କାର୍‌ ନିରୀଆଃ ଜତନ୍‌ ଡଡ୍‌ନାଃଥମ୍‌ ଦାଗ୍‌ଦାର୍‌ ତେର୍‌ତେ ।

ସ୍ୱାର୍ଥ
ସ୍ୱାର୍ଥ
ଆଜିକାଲି ସମସ୍ତେ ସ୍ୱାର୍ଥ ଚେଷ୍ଟା କରୁଛନ୍ତି ।
ଉପାଡି ଝକିଗା ନିଜର୍‌ ନିଜର୍‌ ସ୍ଵାର୍ଥ ଚେରେଷ୍ଟା ବାଏତାଏଗ୍‌କି ।

ସ୍ୱାସ୍ଥ୍ୟ କେନ୍ଦ୍ର
ଆସ୍‌ପାତାଲ
ପ୍ରତି ପଞ୍ଚାୟତରେ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।
ହରେକ୍‌ ପଂଚେତ୍‌ ତେ ଆସ୍‌ପାତାଲ୍‌ ଆଃଇ ।

ସ୍ଥଳୀ
ଡେରା
ଜଙ୍ଗଲ ଜୀବଜନ୍ତୁଙ୍କ ବାସସ୍ଥଳୀ ଅଟେ ।
ଆଡାୟ ଜୀବଜଁତୁକିଆଃ ଡେରା ହାଏ ।

ସ୍ଥିର
କାୟକାଥା
ସମସ୍ତେ ଗୋଟିଏ ଜାଗାରେ ଏକଜୁଟ ହେବାକୁ ସ୍ଥିର କରାଯାଇଛି ।
ଝାକିଗା ମୁଇଙ୍ଗ୍ ଠାଣ୍‌ତେ ଭେଃଟ ଡମନାଃଥମ୍‌ କାୟମକାଥା ବିଚାର୍‌ ହଏସିଗ୍‌ ।

ସ୍ଥାନ
ଠାଣ୍‌
ଗାଁର ସବୁସ୍ଥାନ ସଫା ସୁତୁରା ରଖାଯାଉ ।
ପାଡାଃ ଝାକିଠାଣ ସଫାସୁଥ୍‌ରା ଅବ୍‌ଉନ୍‌ଏପେ ।

ସ୍ଥାନୀୟ ମାନ
ନିଜର ଜାଗା
ପ୍ରତି ଅଙ୍କର ସ୍ଥାନୀୟ ମାନ ରହିଛି ।
ଝାକି ସଂଖ୍ୟାଃ ନିଜର ନିଜର ଜାଗା ରହେସିଗ୍‌ ।

ସ୍ଥାପନ
ଡକ୍‌କି
ଆମ ଗ୍ରାମରେ ଡାକ ଘର ସ୍ଥାପନ କରାଗଲା ।
ଏଲାଃ କେଲ୍‌କେତେ ପୋ-ଟଫିସ୍‌ ଡକସିଗ୍‌ ।


logo