logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସେହିପରି
ହଗାଏ
ସେହିପରି କାମ କରିବା ଉଚିତ ।
ହଘାଏ କାମୁ ବାଏନାଃ କାୟମ୍‌ ।

ସେନାପତି
ସେନାପତି
ସେନାପତି ଯୁଦ୍ଧ ଚଳାନ୍ତି ।
ସେନାପତି ଯୁଦ୍ଧ ଚଲାଏତେ ।

ସଦନ
ଅଃ
ବଡ଼ ହେଲେ ମୁଁ ସେବା ସଦନଟିଏ ଖୋଲିବି ।
ମାହା ନାଏଙ୍ଗ୍ ଲାଃ ଇଙ୍ଗ୍ ସେବାବାଏନାଃଥମ୍‌ ଅଃ ମୁଇଙ୍ଗ୍ ବାଇଙ୍ଗ୍ ।

ସୈନ୍ୟ
ସ‌ଇନି
ସୈନ୍ୟମାନେ ଯୁଦ୍ଧ କରନ୍ତି ।
ସ‌ଇନିକ୍‌ କି ଯୁଦ୍ଧ ବାଏତେକି ।

ସୌର ମଣ୍ଡଳ
ସୌର ମଣ୍ଡଳ
ସୂର୍ଯ୍ୟ ଓ ନ‌ଅଟି ଗ୍ରହକୁ ନେଇ ସୌର ମଣ୍ଡଳ ।
ବେଡ ର ନ‌ଅଟା ଗର୍‌ହତେ ଡଟ୍‌କଲା ସୌର ମଣ୍ଡଲ ।

ସ୍ୱପ୍ନ
ମୁଇନା
ମୁଁ ଆଜି ଗୋଟିଏ ଭଲ ସ୍ୱପ୍ନ ଦେଖିଲି ।
ଇଙ୍ଗ୍ ମଉସା ମୁଇଙ୍ଗ୍ ବନେ ମୁଇଁ ମୁଇଁ ମୁଇସିଙ୍ଗ୍ ।

ସ୍ୱଭାବ
ସଭାବ୍‌
ରମାର ସ୍ୱଭାବ ଅତି ସୁନ୍ଦର ଅଟେ ।
ରମାଃ ସଭାବ୍‌ ମୁରୁକ୍‌ ବଢିଆ ହାଏ ।

ସ୍ୱଚ୍ଛ
ସାଫା
ଗୋଳିଆ ପାଣି ବସିଗଲେ ସ୍ୱଚ୍ଛ ଦେଖାଯାଏ ।
ଗେନ୍ଧଲ୍‌ ଡାଃ ଡକ୍‌ଗଃକିଲାଃ ସାଫା ଜଏତା ।

ସ୍ୱର
ଗାଲା
ରିମି ସ୍ୱର ବଦଳାଇ କଥା ହୋ‌ଇପାରେ ।
ରିମି ଗାଲା ବଦ୍‌ଲାଏକରି କାୟମ୍‌ନା ପାଲ୍‌ତେ ।

ସ୍ୱୟଂଚାଳିତ
ଆପ୍‌ନା ଆପ୍‌
ଏଟିଏମ୍‍ ସ୍ୱୟଂଚାଳିତ ଯନ୍ତ୍ର ଅଟେ ।
ଏଟିଏମ୍‌ ଆପ‌ନେ ଆପ୍‌ ଚଲେନା ମେସିନ୍‍ ହାଏ ।


logo