logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସୂଚନା
ସୂଚନା
ପ୍ରଧାନ ଶିକ୍ଷକ ପରୀକ୍ଷାସମ୍ବନ୍ଧରେ ସୂଚନା ଦେଲେ ।
ହେଡମାଷ୍ଟର୍‌ ପରଖିଆ ବିଷେତେ ସୂଚନା ତେରଃକି ।

ସୂତ୍ର
ଗଃଝୁଙ୍ଗ
ବାପା କଳି ସମାଧାନର ସୂତ୍ର ବାହାର କଲେ ।
ବୁଆ କଲି ଝାଗଡାଃ ସାମାଧାନ୍‌ ବାଏନାଃଥମ୍‌ ଗଃଝୁଙ୍ଗ୍ ଅଃଫେରଃ ।

ସେଠାରେ
ହତେ
ମୁଁ ଧାଇଁ ଯାଇ ଦେଖିଲି ସେଠାରେ କେହି ନଥିଲେ ।
ଇଙ୍ଗ୍ ବତ୍‌କେକରି ଜୟେଗ୍‌ ହତେ ବେର୍‌ଜ ମଃ ଆନା କି ।

ସେବା
ସେବା
ବରିଷ୍ଠ ନାଗରିକ ମାନଙ୍କୁ ସେବା କରିବା ଉଚିତ ।
ବୁଢା ଲେବୁକିତେ ସେବା ବାଏନାଃ କାୟମ୍‌ ।

ସେପଟେ
ହାନ୍‌ପାର୍‌
ଏପଟେ ରାସ୍ତା ବନ୍ଦ ସେପଟ ଦେଇ ଆସ ।
ଉ ପାର୍‌ ସଡକ୍‌ ବନ୍ଦ ଆଃଇ ହାନ୍‌ପାର୍‌ ତେର୍‌କଲା ଡେଲ୍‌ନାପେ ।

ସେମାନେ
ଆଡକି
ସେମାନେ ଗୀତ ଗାଉଛନ୍ତି ।
ଆଡକି ଆଲଙ୍ଗ୍ ଆଲଙ୍ଗ୍ ତାଏଗ୍‌କି ।

ସେହି ତ
ଆଡ୍‌କି
ମିଲି ସେହି ତ ଆମ ଶ୍ରେଣୀ ମନିଟର ।
ମିଲି ଆଡ୍‌କିକ ଏଲାଃ କିଲାସ୍‍ ଆଃ ମେନ୍‌ଟର୍‌ ।

ସ୍ନେହ
ଲେମ୍‌ଲେମା
ଆମେ ପିତା ମାତାଙ୍କର ସ୍ନେହ ପାଇ ବଢ଼ିଛୁଁ ।
ଆନିଆଃ ବୁଆ ମାଁ ଲେମ୍‌ଲେମା କୁଇ କରି ମାହାସିଗ୍‌ନିଙ୍ଗ୍ ।

ସେଓ
ସେଓ
ଆମ ଅଂଚଳରେ ସେଓ ଚାଷ ହୁଏ ନାହିଁ ।
ଆନିଆଃ ଅଂଚଲ୍‌ତେ ସେଓ ତାସ୍‍ ଉମ୍‌ ହଏତା ।

ସେହି
ସେହି ଘରେ ମୋର ବନ୍ଧୁ ରହନ୍ତି ।
ହ ଅଃତେ ଇଙ୍ଗା ସରି ରହେତା ।


logo