logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସୁସ୍ଥ
ସୁସ୍‌ଥ
ଦୀର୍ଘ ଦିନ ପରେ ମୋ ଜେଜେ ସୁସ୍ଥ ହେଲେ ।
ଖୋବ୍‌ ଦିନ୍‌ ପରେ ଇଙ୍ଗା ଆଜାଗିଙ୍ଗ୍ ସୁସ୍‌ଥ ହଏକି ।

ସୁଯୋଗ
ମ‌ଉକା
ଗତବର୍ଷ ମୁଁ ଚିଲିକା ଦେଖିବାର ସୁଯୋଗ ପାଇଥିଲି ।
ସାନ୍‌କି ମେମନ୍‌ ଇଙ୍ଗ୍ ଚିଲିକା ଜଏନାଃଥମ୍‌ ମ‌ଉକାକୁଇସିଥେଗ୍‌ ।

ସୁନ୍ଦର
ସୁନ୍ଦର୍‌
ଆମ ଗାଁ ପାହାଡ଼ ଦୂରରୁ ସୁନ୍ଦର ଦିଶେ ।
ଏଲାଃ/ଆନିଆଁ କେଲ୍‌କେଆଃ ବିରୁ ଡିସାଃତାୟ୍‌ ସୁନ୍ଦର୍‌ ଜଏତା ।

ସୁଫଳ
ଲାଭ୍‌
ଶ୍ରମ କଲେ ସୁଫଳ ମିଳେ ।
ମେହେନତି ବାୟଃଲାଃ ଲାଭ କୁଇତା ।

ସୁସ୍ୱାଦ
ମୁରୁକ୍‌ ସେବୁଲ
ସପେଟା ଏକ ସୁସ୍ୱାଦ ଫଳ ଅଟେ ।
ସେପ୍‌ଟା ମୁଇଙ୍ଗ୍ ମୁରୁକ୍‌ ସେବୁଲ୍‌ ଲକୁ ହାଏ ।

ସୁଆଦିଆ
ଭଲ ସେବୁଲ୍‌
ଅମୃତଭଣ୍ଡା ଏକ ସୁଆଦିଆ ଫଳ ଅଟେ ।
ପବିତା ମୁଇଙ୍ଗ୍ ବନେ ସେବୁଲ୍‌ ଲକୁ ହାଏ ।

ସୂର୍ଯ୍ୟ
ବେଡଃ
ସୂର୍ଯ୍ୟ କିରଣ ବାଜି ଜଳ ବାଷ୍ପ ହୁଏ ।
ବେଡଃଆଃ ତାରାସ୍‌ଠଃ କରି ଡାଃ ଭାଫ୍‌ ହଏତା ।

ସୁର ଯନ୍ତ୍ର
ଶବଦ୍‌ ମେସିନ୍‌
ରେଡ଼ିଓ ଏକ ସୁର ଯନ୍ତ୍ର ଅଟେ ।
ରିଡିଓ ମୁଇଙ୍ଗ୍ ଶବଦ୍‌ ମିସିନ୍‌ ହାଏ ।

ସୂଚକ
ଚିହ୍ନାଏନା
ଥର୍ମୋମିଟରରେ ପାରଦ ସୂଚକ ଭଳି କାମ କରେ ।
ଥର୍ମୋମିଟରତେ ପାରଦ୍‌ ଚିହ୍ନାଏନା/ଅବକଙ୍ଗନା ଗୁଡ କାମୁ ବାଏତେ ।

ସୂଚାଇବା
ଅବ୍‌କଙ୍ଗନା
ବିଦ୍ୟାଳୟରେ ସମୟ ନିର୍ଘଣ୍ଟ ସୂଚାଇବା ଆବଶ୍ୟକ ।
ଇସ୍‌କୁଲ୍‌ତେ ସମେ ବାତାଏନା ନିହାତି ଜରୁରୀ ହାଏ ।


logo