logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସାଥେ
ସରି ସରି
ବଜାରକୁ ମୁଁ ବାପାଙ୍କ ସାଥେ ସାଥେ ଯାଏଁ ।
ହାଟ୍‌ ବୁଙ୍ଗ୍ ଇଙ୍ଗ୍ ବୁଆଗିଙ୍ଗଆଃ ସରି ସରି ସାନ୍‌ତାଏଙ୍ଗ୍ ।

ସାହସ
ଡିଡ୍‌
ରବି ସାହସ ଧରି ନଦୀରୁ ରମାକୁ ଉଦ୍ଧାର କଲା ।
ରବି ଡିଡ୍‌ ଧଃତେ କରି ଖିରମ୍‌ ତାଏ ରମାତେ ଉଦ୍ଧାର ବାୟଃ ।

ସାଜସଜ୍ଜା
ସଜାଏନା
ଭାଇଙ୍କ ବାହାଘର ବେଳେ ଆମେ ସାଜସଜ୍ଜା କଲୁଁ ।
ଭାଇ ଆଃ ବିହାଭେରେ ଏଲେ ଅଃଦୁଆର୍‌ ସାଜାଏ ଅଃଲେ ।

ସାମୁହିକ
ଝାକିଆ
ପୋଖରୀ ସଫା ଏକ ସାମୁହିକ କାର୍ଯ୍ୟ ଅଟେ ।
ବଁନ୍ଧା/ମୁଣା ସଫା ବାଏନା ମୁଇଙ୍ଗ୍ ଝାକିଆଃ କାମୁ ହାଏ ।

ସାଉଁଳା
ସାଉଁଳାଏନା
ମାଆଙ୍କର ସ୍ନେହଭରା ସାଉଁଳା ମୋତେ ଶାନ୍ତି ଦିଏ ।
ମାଁ ଗିଙ୍ଗଆଃ ଲେମ୍‌ଲେମାକରି ସାଉଁରାଏନା ଇଙ୍ଗତେ ସୁଖ ଲାଃତା ।

ସିଞ୍ଚିବା
ଛିଟ୍‌କାଏନା
କେହି ଅଚେତ ହେଲେ ମୁହଁରେ ପାଣି ସିଞ୍ଚିବା ଉଚିତ ।
ବେର୍‌ ଅଚେତ୍‌ ହଏଗଃକିଲାଃ ତମ୍‌ଡ୍‌ତେ ଡାଃ ଛିଟ୍‌କାଏନାଃ କାୟମ୍‌ ।

ସିଲିଣ୍ଡର
ସିଲିଣ୍ଡର୍‌
ଦୋକାନୀ ସିଲିଣ୍ଡରରେ ଗ୍ୟାସ ବିକ୍ରି କରେ ।
ଦୁକାନୀ ସିଲିଣ୍ଡର୍‌ତେ ଗେସ୍‌ ଅବସଙ୍ଗ୍ ତେ ।

ସିମ୍ପାଞ୍ଜି
ବନ୍‌ ମନୁଷ୍‌
ଆଫ୍ରିକା ଜଙ୍ଗଲରେ ସିମ୍ପାଞ୍ଜିମାନେ ରହନ୍ତି ।
ଆଫ୍ରିକାଃ ଆଡାୟ୍‌ତେ ବନ୍‌ ମନୁଷ୍‌ କି ରହେତାକି ।

ସିଂହ
ମାହା କିଡୋଃ
ସିଂହ ସବୁଠାରୁ ବଳବାନ୍‌ ପଶୁ ଅଟେ ।
ମାହାକିଡୋଃ ଝାକିଆଃ ତାୟ ବହ୍‌ଙ୍ଗର୍‌ ପଶୁ ହାଏ ।

ସୀମା
ସୀମାନ୍‌
ଆମ ଦେଶକୁ ସୀମା ସୁରକ୍ଷା ବାହିନୀ ଜଗନ୍ତି ।
ଆନିଆଃ ଦେଶ୍‌ ଆଃ ସୀମାନ୍‌ତେ/ବୁଡର୍‌ତେ ସୀମାନ୍‌ ବାଞ୍ଚାଏନା ସ‌ଇନିକି ଆଗୁର୍‌ତେକି ।


logo