logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସଂଗୃହିତ
ଜାମା
ଆମ ଶ୍ରେଣୀର ପୁରୁଣା ପାଠ୍ୟ ପୁସ୍ତକ ସଂଗୃହିତ ହେଲା ।
ଏଲାଃ କିଲାସ୍‌ ଆଃ ପୁରନା ପଢାବହି ଜାମା ହଏକି ।

ସଙ୍ଗୀତ ଦଳ
ଗିତୁଆଲ୍‌ ଦଳ
ମୁଁ ଗୋଟିଏ ସଂଗୀତ ଦଳରେ ଗୀତ ଗାଏଁ ।
ଇଙ୍ଗ୍ ମୁଇଙ୍ଗ୍ ଗୀତୁଆଲ୍‌ ଦଲ୍‌ତେ ଆଲଙ୍ଗ୍ ଆଲ୍‌ତାଏଙ୍ଗ୍ ।

ସଂରକ୍ଷଣ
ରିଜାବ୍‌
ବାଳିକାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି ।
ବେଟୀକିଆଃଥମ୍‌ ଜାଗା/ଠାଣ୍‌ ରିଜାବ୍‌ ଉନ୍‌ଉନ୍‌ ଆଃଇ ।

ସାଧାରଣ
ସା‍ଧାରନ୍‌
ଜନ ସାଧାରଣ ଭୋଟ ଦେଇ ସରକାର ଗଢ଼ନ୍ତି ।
ସାଧାରନ୍‌ ଲେବୁକି ଭୋଟ୍‌ ତେର୍‍କଲା ସାର୍‌କାର୍‌ ଗଢ଼ାଏତେକି ।

ସାରଣୀ
ରୁଟିନ୍‌
ସହଜରେ ବୁଝିବା ପାଇଁ ସାରଣୀ ସାହାଯ୍ୟ କରେ ।
ସହଜ୍‌ତେ ବୁଃଝିନାଃଥମ୍‌ ରୁଟିନ୍‌ ସାହେଜ୍‌ ବାଏତେ ।

ସାକ୍ଷାତ
ଭେଃଟନା
ହଠାତ ମୋ ବନ୍ଧୁଙ୍କ ସହିତ ମୋ ସାକ୍ଷାତ ହେଲା ।
ହଠାତ୍‌ ଇଙ୍ଗାଃ ସରିଗିଙ୍ଗଆଃ ସରିଇଙ୍ଗ୍ ଭେଃଟ୍‌ଡମ୍‌କିଙ୍ଗ୍ ।

ସାପ
ସାଁପୁଆ
ସାପୁଆମାନେ ସାପ ଖେଳନ୍ତି ।
ସାଁପୁଆଁ ବୁଙ୍ଗାମ୍‌ ଏବଃତେ (ଏଃବଃତେ) ।

ସାନ ଚିହ୍ନ
କନ୍‌ହନ୍‌ ଚିହ୍ନା
ସାନ ସଂଖ୍ୟା ସୂଚାଇବା ପାଇଁ ସାନ ଚିହ୍ନ ଦିଆଯାଏ ।
କନ୍‌ହନ୍‍ ସଂଖ୍ୟା କଙ୍ଗନାଃଥମ୍‌ କନ୍‌ହନ୍‌ ଚିହ୍ନା ତେର୍‌ତେକି ।

ସାଙ୍ଗ
ସରି
ରବି ମୋର ପିଲା ଦିନର ସାଙ୍ଗ ଅଟେ ।
ରବି ଇଙ୍ଗାଃ କୁଣୁଃ ବେଡାଃ ସରି ହାଏ ।

ସାଗର
ସମ୍‌ଦୁର
ଆମ ଦେଶକୁ ତିନି ଦିଗରେ ସାଗର ଘେରି ରହିଛି ।
ଆନିଆ ଦେଶ୍‌ତେ ତିନିହି ଦିଗ୍‌ ସମ୍‌ଦୁର୍‌ ଭରେ ରହେସିଗ୍‌ ।


logo