logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସଂଗ୍ରହ
କାବ୍‌ତିଗ୍‌ନା
ମୁଁ ନେତାମାନଙ୍କ ଛବି ସଂଗ୍ରହ କରି ରଖେ ।
ଇଙ୍ଗ୍ ଲିଡର୍‌ କିଆଃ ଫଟୁ କାବ୍‌ତିଗ୍‌ କରି ଉନ୍‌ତିଙ୍ଗ୍ ।

ସମ୍ପର୍କ
ସମ୍ପର୍କ
ରବି ସହିତ ମୋର ଉତ୍ତମ ସମ୍ପର୍କ ରହିଛି ।
ରବି ସରଇ ଇଙ୍ଗାଃ ବନେ ସମ୍ପର୍କ ଆଃଇ ।

ସଂଗୀତ
ଆଲଙ୍ଗ
ସଂଗୀତ ମୋର ଅତି ପ୍ରିୟ ଅଟେ ।
ଆଲଙ୍ଗ୍ ଇଙ୍ଗାଃ ପହିଲା ପସନ୍‌ ହାଏ ।

ସଂନ୍ଧ୍ୟା
ଇଡିବ୍‌/ମାଛି ଅନ୍ଧାର
ସଂନ୍ଧ୍ୟା ହେଲେ ତାରା ଦେଖାଯାନ୍ତି ।
ମାଛି ଅନ୍ଧାର୍‌ ହଏକିଲାଃ ସିମ୍‌କମ୍‌ ଜଏତାକି ।

ସଂଗ୍ରାମୀ
ଲଢ଼େନା
ଭଗତ ସିଂ ଜଣେ ସଂଗ୍ରାମୀ ଯୁବା ଥିଲେ ।
ଭଗତ ସିଂ ମୁଇଙ୍ଗ୍ ଲଢ଼େନା ବେଟା ଆକି ।

ସଂପଦ
ଧନ ଅନ୍ଧାଭେରେ
ସଂପଦ ବେଳେ ବହୁ ସଖା ହୁଅନ୍ତି ।
ଧନ୍‌ ଆତାଭେରେ ବହୁତ୍‌ ଜୁଡି ହଏତାକି ।

ସଂକଳ୍ପ
କିରିଆନଃନା
ସମାଜ ସେବା ପାଇଁ ଆମେ ସଂକଳ୍ପ କରିଛୁଁ ।
ସମାଜ୍‌ ସେବାଃଥମ୍‌ ଏଲେ କିରିଆ ନଃସିଗ୍‌ଲେ ।

ସଂଗ୍ରାମ
ଲଢେନା
ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କର ।
ଅନ୍ୟାୟ ଆଃ ବିରୋଧତେ ଲଢେନାପେ ।

ସଙ୍କେତ
ଚିହ୍ନା
ରାସ୍ତାରେ ଦିଆଯାଇଥିବା ସଂକେତ ମାନି ଗାଡ଼ି ଚଳାଅ ।
ସଡକ୍‌ ତେ ତେର୍‌ତେର୍‌ଆନା ଚିହ୍ନାତେ ମାନେ କରି ଗାଡି ଚଲାଏପେ ।

ସଂକୁଚିତ
ଲୁଚାକୁଚା
ବୃଦ୍ଧବେଳେ ଚର୍ମ ସଂକୁଚିତ ହୋ‌ଇଥାଏ ।
ବୁଢ଼ା ହଏକିଲାଃ ଚମଡା ଲୁଚାକୁଚା ଜଏତା/ହଏତା ।


logo