logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସମ୍ଭାଳିବା
ସମଢ଼ାଏନା
ଦୁଃଖ ସମ୍ଭାଳିବା ଏକ ମହତ ଗୁଣ ଅଟେ ।
ବିପଦ୍‌ ସମଢ଼ାଏନା ମୁଇଙ୍ଗ୍ ମହତ୍‌ ଗୁନ୍‌ ହାଏ ।

ସ‌ଉକି
ସ‌ଉକ୍‌ତେ
ରମା ସ‌ଉକିରେ ସୁନ୍ଦର ଯୋତା ପିନ୍ଧିଛି ।
ରମା ସ‌ଉକ୍‌ତେ ସୁନ୍ଦର ଜୁତା ସୁଇସିଗ୍‌ ।

ସମତୁଲ
ସମାନ୍‌
ଗୋପବନ୍ଧୁଙ୍କ ସହ କିଏ ସମତୁଲ ହୋ‌ଇପାରେ ?
ଗୋପ୍‌ବନ୍ଧୁଆଃ ସରି ବେର୍‌ ସରି ହଏନା ପାଲେ ?

ସରିସୃପ
ସରିସୃପ୍‌
ସର୍ପ ଏକ ସରିସୃପ ପ୍ରାଣୀ ଅଟେ ।
ବୁଙ୍ଗାମ୍‌ ମୁଇଙ୍ଗ୍ ସରିସୃପ୍‌ ଜୀବ୍‌ ହାଏ ।

ସମ୍ମୁଖିନ
ସାମନା
ବିପଦର ସମ୍ମୁଖିନ ହେଲେ ଭୟ କର ନାହିଁ ।
ବିପଦ୍‌ ଆଃ ସାମନା ହଏକିଲା ଆବୁ ବତଙ୍ଗନାପେ ।

ସମର୍ଥନ
ହଁ ଗାମନା
ମୁଁ ମୋ ସାଙ୍ଗର କଥାକୁ ସମର୍ଥନ କଲି ।
ଇଙ୍ଗ୍ ଇଙ୍ଗାଃ ସରିଆଃ କାୟମ୍‌ତେ ହଁ ଗାମେଗ୍‌ ।

ସଚେତନ
ସୋର୍‌
ପରିବେଶ ପ୍ରତି ସଚେତନ ରହିବା ଉଚିତ ।
ପରିବେଶ୍‌ ଆଃଥମ୍‌ ସୋର୍‌ ଉନ୍‌ନାଃ କାୟମ୍‌ ।

ସହଯୋଗ
ମଦତ୍‌
ଲୋକ ସହଯୋଗ ସମାଜ ଆଗକୁ ବଢ଼ିବ ।
ଲେବଉ ମଦତ୍‌ ତେରଃଲାଃ ସାମାଜ୍‌ ଆଘ୍‌ଲିତିଗ୍‌ ବଢ଼େନା ।

ସଙ୍ଗେସଙ୍ଗେ
ସାଙ୍ଗେ ସାଙ୍ଗ୍
ଖବର ପାଇ ଦମକଳ ଗାଡି ସଙ୍ଗେସଙ୍ଗେ ପହଞ୍ଚିଲା ।
ଖଭେର୍‌ କୁୟଃନ ଦମକଲ୍‌ ଗାଡି ସାଙ୍ଗେସାଙ୍ଗ୍ ଡାମ୍‌କି ।

ସପ୍ତର୍ଷି ମଣ୍ଡଳ
ବାଜ୍‌ଖୁଟ
ଆନ୍ଧାର ରାତିରେ ସପ୍ତର୍ଷି ମଣ୍ଡଳ ସ୍ପଷ୍ଟ ଦେଖାଯାଏ ।
ଇଡିବ୍‌ତେ ବାଜ୍‌ଖୁଟ ତରେ ଇଞ୍ଜୋର୍‌ ଜଏତା ।


logo