logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସହିବା
ସହେନା
ସହିବା ଗୁଣ ଯାହାର ଥାଏ ସେ ଧନ୍ୟ ।
ସହେନା ଗୁଣ୍‌ ବେରାଃ ଆତା ଆଡି ଧଏନ୍‌ ।

ସୈନ୍ୟ
ସ‌ଇନି
ସୈନ୍ୟମାନେ ପ୍ରାଣ ଦେଇ ଦେଶ ରକ୍ଷା କରନ୍ତି ।
ସ‌ଇନିକ୍‌ ଜୀବନ୍‌ ତେର୍‍ କଲା ଦେଶ୍‌ ବାଞ୍ଚାୟ୍‌ ତେକି ।

ସମ୍ବର
ସମର୍‌
ଆଜିକାଲି ସମ୍ବର ପ୍ରଜାତି ବଣରୁ ଲୋପ ପାଇଲା ।
ଉପାଡି ସମର୍‌ ଜାଏତ୍‌ ଆଡାୟତାୟ ବଙ୍ଗଗଃକି ।

ସଦସ୍ୟ
ମୁଖିଆ
ରମା ଆମ ପରିବାରର ସଦସ୍ୟ ଅଟନ୍ତି ।
ରମଅ ଏଲାଃ କୁଟୁମ୍‌ ଆଃ ମୁଇଙ୍ଗ୍ ମେମର ହାଏ ।

ସର୍କସ
ସର୍କସ
ସର୍କସରେ ବିଭିନ୍ନ ଖେଳ ଦେଖିବାକୁ ମିଳେ ।
ସର୍କସତେ ନାନା ରକମ୍‌ ଆଃ ଖେଳ୍‌ ଜଏନାଃଥମ୍‌ କୁଇତା ।

ସଜାଡ଼ିବା
ସାଜାଏନା
ବଜାରକୁ ଯିବା ପାଇଁ ମୁଁ ସାଇକେଲ ସଜାଡ଼ିବା ଆରମ୍ଭ କରିଛି ।
ହାଟ୍‌ ବୁଙ୍ଗ୍ ସାନ୍‌ନାଃଥମ୍‌ ଇଙ୍ଗ୍ ବାଏସ୍‌କଲ୍‌ ସଜାଏନା ସୁରୁ ବାଏସିଙ୍ଗ୍ ।

ସଞ୍ଜ
ମାଛି ଅନ୍ଧାର
ସଞ୍ଜ ହେଲେ ବେଳ ବୁଡ଼ିଯାଏ ।
ଆନ୍ଧାର୍‌ ହଏକିଲାଃ ବେଡ୍‌ ବିଡିବ୍‌ ଗଃତା ।

ସମଗ୍ର
ସାରା (ଝାକି)
ସମଗ୍ର ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିଛି ।
ଝାକି (ସାରା) ଜିଲାତେ ରାଙ୍ଗା ପ୍ରକୋପ୍‌ ବଢ଼େସିଗ୍‌ ।

ସମାଧାନ
ବୁଝାଏନା
ସରପଞ୍ଚ ଗାଁ ବିବାଦ ସମାଧାନ କରନ୍ତି ।
ସରପଁଚ୍‌ ପାଡାଃ କେଲ୍‌କେଆଃ ଝଗ୍‌ଡା ସମାଧାନ ବାଏତେ ।

ସମ୍ବିଧାନ
ସମ୍ବିଧାନ୍‌
ଆମ ଦେଶର ଏକ ବୃହତ ସମ୍ବିଧାନ ରହିଛି ।
ଆନିଆଁ ଦେଶ୍‌ଆଃ ମୁଇଙ୍ଗ୍ ବଡେମାହା ସମ୍ବିଧାନ୍‌ ଆଇ ।


logo