logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସଭିଏଁ
ଝାକିଗା
ଆମେ ସଭିଏଁ ଭାରତବାସୀ ଅଟୁ ।
ଆନିଙ୍ଗ୍ ଝାକିଗା ଭାରତ ବାସୀ ହାଏନିଙ୍ଗ୍ ।

ସପ୍ତମ
ସାତ୍‌ ଦିନ୍‌
ସପ୍ତମ ଦିନରେ ହାଟ ହୁଏ ।
ସାତ୍‌ ଦିନ୍‍ ତେ ହାଟ୍‌ ହଏତା ।

ସହିତ
ସରି
ରବି ସହିତ ମୁଁ ସର୍କସ ଦେଖିଗଲି ।
ରବି ସରି ଇଙ୍ଗ୍ ସର୍କସ୍‌ ଜଏନା ସାନ୍‌କିଙ୍ଗ୍ ।

ସମସ୍ତେ
ଝାକିଗା
ସମସ୍ତେ ଶାନ୍ତିରେ ରହିବାକୁ ଚାହାଁନ୍ତି ।
ଝାକିଗା ଶାନ୍‌ତିତେ ରହେନାଃଥମ୍‌ ମନ୍‌ ବାଏତେକି ।

ସଜାଇ
ସାଜାଏ
ମୁଁ ମୋ ପଢ଼ା ଘରକୁ ସଜାଇ ରଖିଛି ।
ଇଙ୍ଗା ପାଟ୍‌ ପଢ଼ା କୁଠ୍‌ରୀତେ ସାଜାଏ ଉନ୍‌ସିଙ୍ଗ୍ ।

ସଜବାଜ
ସଜ୍‌ବାଜ୍‌
ତୁରୀ ବାଜିଲେ ସୈନ୍ୟମାନେ ଯୁଦ୍ଧ ପାଇଁ ସଜବାଜ ହେଉଥିଲେ ।
ବିଗୁଲ୍‌ ବାଜେକିଲାଃ ସ‌ଇନିକି ଯୁଧଃ ଆଃଥମ୍‌ ସଜ୍‌ବାଜ୍‌ ହଏଖାନ୍‌ତାକି ।

ସ୍ୱପ୍ନ
ସପ୍‌ନା/ମୁଇନା
ସ୍ୱପ୍ନରେ ମୁଁ ଆକାଶରେ ଉଡୁଥିଲି ।
ମୁଇନାତେ ଇଙ୍ଗ୍ ଆକାଶ୍‌ତେ ଲେଙ୍ଗଖାନ୍‌ତାଏଙ୍ଗ୍ ।

ସରାଗ
ଆଦର୍‌ କରି
ମାମୁଁ ମୋତେ ସରାଗରେ କୋଳରେ ବସାଇଲେ ।
ମାମୁଁ ଇଙ୍ଗତେ ଆଦର୍‌ତେ କୁଡୁମ୍‌ତେ ଡବ୍‌କୟଃକି ।

ସଞ୍ଚୟ
ଉନ୍‍‌ନା
ଆସନ୍ତା କାଲି ପାଇଁ ଆଜି ସଞ୍ଚୟ କରିବା ଶିଖ ।
ତୁଡ୍‌ଗାଃଥମ୍‌ ମୁସାତାୟ ଉନ୍‌ନା ସିଖେନାପେ ।

ସଳଖି
ସଲଖେ
ବାଡ଼ିଟି ଆପେ ସଳଖି ଗଲା ।
ଡାଣାଃ ଯେଃ ଆପେ ସଲ୍‌ଖେ ଗଃକି ।


logo