logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସବୁଜ
ସାଗୁଆ
ବର୍ଷାଋତୁରେ ପରିବେଶ ସବୁଜ ରହେ ।
ବର୍‌ଷା ଲେରାଙ୍ଗ୍ ଚାର୍‌ହି କୁର୍‌ତି ସାଗୁଆ ରହେତା ।

ସତେଜ
ଫୁର୍ତ୍ତି
ସକାଳେ ମନ ସତେଜ ଥାଏ ।
ମିଆତେଃ ମନ୍‌ ଫୁର୍ତ୍ତି ଆତା ।

ସଫା
ଗୁଇକ୍‌ତୁନା
ପାଇଖାନା ଯିବା ପରେ ସାବୁନରେ ହାତ ସଫା କର ।
ଇଗ୍‌ନା ସାନ୍‌ନାଃ ଲଃଢ଼ ସାବୁନ୍‌ ବୁଙ୍ଗ୍ ତିଃ ଗୁଇକ୍‌ତୁନାପେ ।

ସଭିଙ୍କ
ଝାକିଆ
ମହାତ୍ମା ଗାନ୍ଧି ସଭିଙ୍କ ପ୍ରିୟ ନେତା ଥିଲେ ।
ମହାତ୍ମା ଗାନ୍ଧି ଝାକିଆଃ ପ୍ରିୟ ନେତା ଆକି ।

ସର୍ଦ୍ଧାର
ସର୍ଦ୍ଧାର
ସର୍ଦ୍ଧାରଙ୍କ ଆଦେଶ ମାନି ସୈନ୍ୟମାନେ କାମ କରନ୍ତି ।
ସାର୍ଦ୍ଧାର୍‌ ଆଃ ଆଦେଶ୍‌ ମାନେ କରି ସ‌ଇନିକ୍‌ କାମୁ ବାଏତେକି ।

ସପୁରୀ
ସପ୍‌ରୀ
ସପୁରୀ ଏକ ମିଠା ଫଳ ଅଟେ ।
ସପରୀ ମୁଇଙ୍ଗ୍ ମିଠା ଲକୁ ହାଏ ।

ସପ୍ତାହ
ହାପ୍‌ତା
ସାତ ଦିନରେ ଏକ ସପ୍ତାହ ।
ସାତ୍‌ ଦିନ୍‍ ତେ ମୁଇଙ୍ଗ୍ ହାପ୍‌ତା ।

ସହିଷ୍ଣୁ
ସହେନା
ଭଲ ଲୋକ ସହିଷ୍ଣୁ ହୁଅନ୍ତି ।
ଭଲ ଲେବୁ ଝାକି ସହେତେ ।

ସରଗ
ସରଗ୍‌
ସରଗ ଏକ ଆନନ୍ଦମୟ ସ୍ଥାନ ବୋଲି ବିଶ୍ୱାସ କରାଯାଏ ।
ସରଗ୍‌ ମୁଇଙ୍ଗ୍ ବଢ଼ିଆ ଠାଣ୍‌ ହାଏ ଗାମ୍‌କରି ବିଶ୍ଵାସ ବାଏତେକି ।

ସମାନ
ସମାନ୍‌
ଆଜିକାଲି ପୁଅ ଓ ଝିଅକୁ ସମାନ ଅଧିକାର ମିଳିଛି ।
ଉପାଡି ବେଟାର ବେଟୀତେ ସମାନ୍‌ ଅଧିକାର୍‌ କୁଇସିଗ୍‌ ।


logo