logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ସଜନା
ମୁନ୍‌ଗା
ସଜନା ପତ୍ର ଦେହ ପାଇଁ ହିତକର ।
ମୁନ୍‌ଗା ସାଃ ନିରୀଆଃଥମ୍‌ ଭଲ ହାଏ ।

ସଜାଡ଼ି
ସାଜାଏନା
ତୁମର ଖାତା ପତ୍ର ସଜାଡ଼ି ରଖ ।
ଆମ୍ପାଃ ଖାତାପତର୍‌ ସାଜାଏ ଉନେପେ ।

ସରାଗ
ଗେଲହାତେ
ମାଉସୀ ସରାଗରେ ମୋତେ କୋଳେଇ ଧରିଲେ ।
ମଁସୀ ଗେଲ୍‌ହାତେ ଇଙ୍ଗତେ କୁଡୁମ୍‌ତେ ଧଃତେଅଃ ।

ସାହାଯ୍ୟ
ମଦେତ୍‌
ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ଆବଶ୍ୟକ ।
ବଃଢ଼ି ଡାଃତେ ଭାସେଗଃ ଖାନା ଲେବୁକିତେ ମଦେତ୍‌ ଦର୍‌କାର୍‌ ।

ସଡ଼କ
ସଡଗ୍‌
ପ୍ରତି ପଞ୍ଚାୟତକୁ ପ୍ରଧାନ ମନ୍ତ୍ରୀ ସଡ଼କ ଯାଇଛି ।
ଝାକି ପାଂଚାୟତବୁଙ୍ଗ୍ ପ୍ରଧାନ୍‌ମନ୍ତ୍ରୀ ସଡ୍‌ଗ୍‌ ସାନ୍‌ସିଗ୍‌ ।

ସମ୍ପଦ
ସମ୍‌ପତି
ଆମ ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଟେ ।
ଆନିଆଁ ରାଏଜ୍‌ ଖନିଜ୍‌ ସମ୍‌ପତିତେ ଭରପୁର୍‌ ଆଃଇ ।

ସମ୍ଭବ
ସମ୍ଭବ
ପରିବେଶ ସୁରକ୍ଷା କରିବା ସମ୍ଭବ ଅଟେ ।
ପରିବେଶ ସୁର୍‌କ୍ଷା ବାଏନା ସମ୍ଭବ ହାଏ ।

ସନ୍ତୁଷ୍ଟ
ସନ୍ତୁଷ୍‌
ବାର୍ଷିକ ଫଳାଫଳରେ ମୁଁ ସନ୍ତୁଷ୍ଟ ଅଟେ ।
ବର୍‌ଷକିଆ ରିଜ୍‌ଲତେ ଇଙ୍ଗ୍ ସନ୍ତୁଷ୍‌ ଆଏଗ୍‌ଜିଙ୍ଗ୍ ।

ସର୍ବତ
ସର୍ବତ
ଖରା ସମୟରେ ସର୍ବତ ପିଇବାକୁ ଭଲ ଲାଗେ ।
ଗିଡିଂ ଭେରେ ସର୍ବତ୍‌ ଉଡ୍‌ନା ଭଲ୍‌ ଲାଃତା ।

ସର୍ବଦା
ଝାକିଭେରେ
ସର୍ବଦା ପ୍ରଫୁଲ୍ଲ ମନରେ ରହିବା ଆବଶ୍ୟକ ।
ଝାକିଭେରେ ହସିଖୁସିତେ ରହେନାଃ କାୟମ୍‌ ।


logo